ETV Bharat / city

କମିଶନରେଟ ପୋଲିସକୁ 13 ବର୍ଷ, ଏବର୍ଷ ସିସିଟିଭି ଓ ଷ୍ଟ୍ରିଟ କ୍ରାଇମ ଉପରେ ଫୋକସ

author img

By

Published : Jan 2, 2021, 12:16 PM IST

କମିଶନରେଟ ପୋଲିସ ଗଠନ ହେବାର 13 ବର୍ଷ ପୂରଣ ହୋଇଛି । ତେବେ ଚଳିତ ବର୍ଷ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହୋଇଛି ଷ୍ଟ୍ରିଟ୍ କ୍ରାଇମ ଓ ରାହାଜାନି ଭଳି ଅପରାଧ ରୋକିବା । ଅଧିକ ପଢନ୍ତୁ...

କମିଶନରେଟ ପୋଲିସକୁ 12 ବର୍ଷ
କମିଶନରେଟ ପୋଲିସକୁ 12 ବର୍ଷ

ଭୁବନେଶ୍ବର: କମିଶନରେଟ ପୋଲିସ ଗଠନ ହେବାର 12 ବର୍ଷ ପୂରଣ ହୋଇଛି । ବର୍ତ୍ତମାନ 13 ବର୍ଷ ପ୍ରତିଷ୍ଠା ଦିବସ ପାଳନ କରୁଛି କମିଶନରେଟ ପୋଲିସ। ତେବେ ଚଳିତ ବର୍ଷ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହୋଇଛି ଷ୍ଟ୍ରିଟ୍ କ୍ରାଇମ ଓ ରାହାଜାନି ଭଳି ଅପରାଧ ରୋକିବା।

କମିଶନରେଟ ପୋଲିସକୁ 12 ବର୍ଷ

ଏହାସହ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ସିସିଟିଭି ନିୟନ୍ତ୍ରଣ। ଏନେଇ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ସହ ଅପରାଧିକ ଗତିବିଧି ଉପରେ ନଜର ରଖିବା ହୋଇଛି ବଡ ଫୋକସ୍। ଏନେଇ ଉଭୟ ଟ୍ବିନ ସିଟିର ଟ୍ରାଫିକ ପରିଚାଳନା ସହ ଅପରାଧ ନିୟନ୍ତ୍ରଣ ଉପରେ ଫୋକସ ଦିଆଯାଉଛି ତେବେ ଆଜି(ଶନିବାର) ଏନେଇ ଏକ ବିରାଟ ସମାରୋହରେ ପାଳନ କରିବ କମିଶନରେଟ ପୋଲିସ । ଏହି କାର୍ଯ୍ୟକ୍ରମରେ ପୋଲିସ ଡିଜି ଯୋଗ ଦେବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.