ETV Bharat / city

ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି 11627 କୋଭିଡ ଆକ୍ରାନ୍ତ

ଆଜି ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଛନ୍ତି 11627 ଆକ୍ରନ୍ତ । ସୂଚନା ଦେଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଅଧିକ ପଢନ୍ତୁ...

ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି 11627 କୋଭିଡ ଆକ୍ରନ୍ତ

author img

By

Published : May 23, 2021, 9:07 PM IST

ଭୁବନେଶ୍ବର : ଆଜି ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଛନ୍ତି 11627 ଆକ୍ରାନ୍ତ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ 2188 ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ସୁନ୍ଦରଗଡରୁ 878, କଟକରୁ 770,ଅନୁଗୋଳରୁ 706, ସମ୍ବଲପୁରରୁ 678, ଯାଜପୁରରୁ 466 , ଭଦ୍ରକରୁ 412,ପୁରୀରୁ 386, ବଲାଙ୍ଗୀରରୁ 357,ମୟୂରଭଞ୍ଜରୁ 347,ବାଲେଶ୍ୱରରୁ 340 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି ।

ସେହିପରି ଝାରସୁଗୁଡାରୁ 298 ,ନବରଙ୍ଗପୁରରୁ 290, ବରଗଡରୁ 287,ନୟାଗଡ଼ରୁ 261,ଗଞ୍ଜାମରୁ 238, ରାୟଗଡାରୁ 236, ଜଗତସିଂହପୁରରୁ 234 ଆକ୍ରାନ୍ତ ସୁସ୍ଥ ହୋଇଥିବା କହିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବୌଦ୍ଧରୁ 227, ସୋନପୁରରୁ 211, କଳାହାଣ୍ଡିରୁ 206, ନୂଆପଡାରୁ 201, ଢେଙ୍କାନାଳରୁ 173, କେନ୍ଦୁଝରରୁ 166,କୋରାପୁଟରୁ 165, ଦେବଗଡରୁ 125, ମାଲକାନଗିରିରୁ 122, ଗଜପତିରୁ 102, କନ୍ଧମାଳରୁ 70 ଓ ଷ୍ଟେଟ ପୋଲରୁ 351 ଜଣ ସୁସ୍ଥ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି । ସେହିପରି ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଓଡିଶାର ମୋଟ ସୁସ୍ଥ ସଂଖ୍ୟା 589610ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.