ETV Bharat / city

ରାଜ୍ୟରେ ଆଉ 1150 ସୁସ୍ଥ, 26 ହଜାର ଟପିଲା ଆରୋଗ୍ୟ ସଂଖ୍ୟା - ଓଡିଶାରେ କୋରୋନା

ବୁଧବାର ସର୍ବାଧିକ 1150 ଆକ୍ରାନ୍ତ ସୁସ୍ଥ ହେବା ସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଏହାକୁ ମିଶାଇ ଓଡିଶାରେ ସୁସ୍ଥ ସଂଖ୍ୟା 26 ହଜାର ଟପିଛି। ଅଧିକ ପଢନ୍ତୁ...

ରାଜ୍ୟରେ ଆଉ 1150 ସୁସ୍ଥ, 26 ହଜାର ଟପିଲା ଆରୋଗ୍ୟ ସଂଖ୍ୟା

author img

By

Published : Aug 6, 2020, 9:10 PM IST

ଭୁବନେଶ୍ବର: ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବୁଧବାର ସର୍ବାଧିକ 1150 ଆକ୍ରାନ୍ତ ସୁସ୍ଥ ହେବା ସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଏହାକୁ ମିଶାଇ ଓଡିଶାରେ ସୁସ୍ଥ ସଂଖ୍ୟା 26 ହଜାର ଟପିଛି।

ରାଜ୍ୟରେ ସୁସ୍ଥ ସଂଖ୍ୟା 26887ରେ ପହଞ୍ଚିଛି। ଗଞ୍ଜାମରେ 290, ଖୋର୍ଦ୍ଧାରେ 197, ସୁନ୍ଦରଗଡରେ 76, ସମ୍ବଲପୁରରେ 23, ପୁରୀରେ 40, ମୟୁରଭଞ୍ଜରେ 24, କଟକରେ 44, ଜଗତସିଂହପୁରରେ 11, କନ୍ଧମାଳରେ 14, ବାଲେଶ୍ବରରେ 25, ବଲାଙ୍ଗୀରରେ 22, କୋରାପୁଟରେ 45, ଅନୁଗୁଳରେ 5, ନବରଙ୍ଗପୁରରେ 1, ଗଜପତିରେ 4, ନୟାଗଡରେ 35 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରେ 11, ମାଲକାନଗିରିରେ 10, ଭଦ୍ରକରେ 15, କଳାହାଣ୍ଡିରେ 25, ନୂଆପଡାରେ 8, ଯାଜପୁରରେ 47, ଢେଙ୍କାନଲରେ 6, ଝାରସୁଗୁଡାରେ 4, ବୌଦ୍ଧରେ 2 ଜଣ ସୁସ୍ଥ ହୋଇଥିବା ବେଳେ ରାୟଗଡାରେ 121, ନୂଆପଡାରେ 8, ସୋନପୁରରେ 5 ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.