ETV Bharat / city

ରାଜ୍ୟରେ ଆଉ 11 ଜୀବନ ନେଲା କୋରୋନା

author img

By

Published : Sep 16, 2020, 12:06 PM IST

ଓଡିଶାରେ ପୁଣି କୋରୋନାରେ 11 ଜଣଙ୍କର ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା 656କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ଆଉ 11 କୋରୋନା ସଂକ୍ରମିତ ମୃତ, ମୋଟ ସଂଖ୍ୟା 656କୁ ବୃଦ୍ଧି

ଭୁବନେଶ୍ବର:ରାଜ୍ୟରେ ଥମୁନି କୋରୋନା ସଂକ୍ରମଣ । ଆଜି (ବୁଧବାର) ପୁଣି 11 ଜଣଙ୍କର ମୁଣ୍ଡ ନେଇଛି କୋରୋନା। ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଛି । ଆଜିର ସଂକ୍ରମଣକୁ ମିଶାଇ ରାଜ୍ୟରେ 656 ଜଣଙ୍କର ମୃତ୍ୟୁ ଘଟିଛି ।

କଳାହାଣ୍ଡିରେ 59 ବର୍ଷର ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ, ଖୋର୍ଦ୍ଧାରେ 61 ବର୍ଷର ବ୍ୟକ୍ତି ଓ 52 ବର୍ଷର ବ୍ୟକ୍ତି ମୃତ୍ୟୁ ଘଟୁଥିବା ବେଳେ, ମୟୂରଭଞ୍ଜରେ 45 ବର୍ଷର ବ୍ୟକ୍ତି, ପୁରୀରେ 45 ବର୍ଷର ବ୍ୟକ୍ତି, ପୁରୀରେ 80 ବର୍ଷର ବୃଦ୍ଧ ଓ 70 ବର୍ଷର ବୃଦ୍ଧା, ସମ୍ବଲପୁରରେ 60, 62 ଓ 65 ବର୍ଷ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡରେ 31 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.