ETV Bharat / city

Odisha Covid Recovery Report: ଆଜି ସୁସ୍ଥ ହେଲେ ୧୦ ହଜାର ୫୧୧ ଆକ୍ରାନ୍ତ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ ହଜାର ୫୧୧ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୧,୭୩,୯୦୭କୁ ବୃଦ୍ଧି ହୋଇଛି ।

Odisha Covid Recovery Report : ଆଜି କୋରୋନା ପଞ୍ଝାରୁ ସୁସ୍ଥ ହେଲେ ୧୦୫୧୧ ଆକ୍ରାନ୍ତ

author img

By

Published : Jan 28, 2022, 9:56 PM IST

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ ହଜାର ୫୧୧ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୭୩ ହଜାର ୯୦୭କୁ ବୃଦ୍ଧି ହୋଇଛି ।

  • Another 10511 Covid patients have recovered and are being discharged on 28.01.2022

    4149 from Khordha
    1001 from Sundargarh
    616 from Cuttack
    342 from Jagatsinghpur
    286 from Baleswar
    231 from Jajapur
    214 from Bolangir
    212 from Nabarangpur
    201 from Nayagarh
    181 from Sambalpur

    — H & FW Dept Odisha (@HFWOdisha) January 28, 2022 " class="align-text-top noRightClick twitterSection" data=" ">

ଖୋର୍ଦ୍ଧାରୁ ସର୍ବାଧିକ ୪୧୪୯ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୦୦୧, କଟକରୁ ୬୧୬ ଓ ଜଗତସିଂହପୁରରୁ ୩୪୨ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ବରରୁ ୨୮୬, ଯାଜପୁରରୁ ୨୩୧, ବଲାଙ୍ଗୀରରୁ ୨୧୪, ନବରଙ୍ଗପୁରରୁ ୨୧୨, ନୟାଗଡରୁ ୨୦୧ ଓ ସମ୍ବଲପୁରରୁ ୧୮୧ କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ରାୟଗଡାରୁ ୧୭୯, ବୌଦ୍ଧରୁ ୧୭୮, ଅନୁଗୋଳରୁ ୧୬୦, ଗଜପତିରୁ ୧୬୦, କୋରାପୁଟରୁ ୧୬୦, ଭଦ୍ରକରୁ ୧୫୪, ମୟୂରଭଞ୍ଜରୁ ୧୫୨, ପୁରୀରୁ ୧୩୯, କେନ୍ଦ୍ରାପଡାରୁ ୧୩୪, କେନ୍ଦୁଝରରରୁ ୧୩୩ ଜଣ ଆରୋଗ୍ୟ ହୋଇଛନ୍ତି ।

  • 179 from Rayagada
    178 from Boudh
    160 from Anugul
    160 from Gajapati
    160 from Koraput
    154 from Bhadrak
    152 from Mayurbhanj
    139 from Puri
    134 from Kendrapara
    133 from Keonjhar
    125 from Bargarh
    100 from Kandhamal
    86 from Jharsuguda
    81 from Dhenkanal
    76 from Ganjam
    68 from Sonepur

ବରଗଡରୁ ୧୨୫, କନ୍ଧମାଳରୁ ୧୦୦, ଝାରସୁଗୁଡାରୁ ୮୬, ଢେଙ୍କାନାଳରୁ ୮୧, ଗଞ୍ଜାମରୁ ୭୬, ସୋନପୁରରୁ ୬୮, ନୂଆପଡାରୁ ୬୬, ମାଲକାନଗିରିରୁ ୫୪ ଓ ଦେଓଗଡରୁ ୪୨ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୮୩୧ । ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୩୬, ୨୨୬ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.