ETV Bharat / city

ସ୍ମାର୍ଟସିଟିରେ ସ୍ମାର୍ଟ କାରବାର, ଦାମୀ କାରରୁ ବ୍ରାଉନ ସୁଗାର ଜବତ - ଅବକାରୀ ବିଭାଗ ଟିମ୍

ଖୋର୍ଦ୍ଧା ପରେ ଭୁବନେଶ୍ବରରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କଲା ଅବକାରୀ ବିଭାଗ ଟିମ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 23, 2019, 7:59 PM IST

Updated : Jul 23, 2019, 9:23 PM IST

ଭୁବନେଶ୍ବର: ବ୍ରାଉନ ସୁଗାର ବେପାରୀଙ୍କ ହାଇପ୍ରୋଫାଇଲ କାରବାର । ଦାମି ଗାଡିରେ ଚାଲିଛି ଧଳା ଜହର ବ୍ୟବସାୟ। ପୋଲିସ ଓ ଅବକାରୀ ଟିମର ନଜର ଆଢୁଆଳରେ ଚାଲିଛି ଏହି କାରବାର। ତେବେ ଭୁବନେଶ୍ବରକୁ ଚାଲାଣ ହେଉଥିବା ବେଳେ ଜବତ କଲା ଭୁବନେଶ୍ବର ଅବକାରୀ ଟିମ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ମୁତାବକ ଏହି ବ୍ରାଉନସୁଗାର ଚାଲାଣ ହେଉଥିବା ବେଳେ ଲିଙ୍ଗିପୁର ଛକରେ ଗୋଡାଇ ଗୋଡାଇ ଧରିଛି ଅବକାରି ଟିମ। ଘଟଣାସ୍ଥଳରୁ ୧୦ ଲକ୍ଷ ଟଙ୍କାର ୧୦୦ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ହୋଣ୍ଡା ଅମାଜେ od02ak2006 ଜବତ କରିଛି । ଅଭିଯୁକ୍ତ ହେଲେ ବାଙ୍କୀ ନୁଆ ଗାଁର ଅଜୟ ପ୍ରଧାନ ଓ ଶ୍ରୀକାନ୍ତ ନାୟକ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବ୍ରାଉନସୁଗାର ବ୍ୟବସାୟୀ ଏଣିକି ବାଇକ କି ସାଇକେଲରେ ବେପାର ନକରି ଦାମି କାରରେ ବିକ୍ରି କରୁଥିବାର ନଜର ଆସିଛି । ତେବେ ସେମାନେ ଜଣେ ବ୍ୟବସାୟୀକୁ ଡିଲ କରିବାକୁ ଆସୁଥିବାର ଖବର ପାଇଥିଲେ ଅବକାରୀ ଇନସ୍ପେକ୍ଟର ପଟେଲ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ହାଇପ୍ରୋଫାଇଲ କାରରେ ବ୍ରାଉନସୁଗାର ବେପାର,ଧରାପଡିଲା ଅଭିଯୁକ୍ତBody:

ବ୍ରାଉନସୁଗାର ବେପାରିଙ୍କ ହାଇପ୍ରୋଫାଇଲ କାରବାର।ଦାମି ଗାଡିରେ ବ୍ରାଉନସୁଗାର ବ୍ଯବସାୟ।ପୋଲିସ ଓ ଅବକାରି ଟିମର ନଜରଆଢୁଆଳରେ ଚାଲିଛି କାରବାର।ଭୁବେଶ୍ବରକୁ ବ୍ରାଉନସୁଗାର ଆସୁଥିବା ବେଳେ ଜବତ କଲା ଭୁବନେଶ୍ବର ଅବକାରି ଟିମ।ସହରର ପ୍ରବେଶ ପଥ ତଥା ଲିଙ୍ଗିପୁର ଛକରେ ଗୋଡାଇ ଗୋଡାଇ ଧରିଛି ଅବକାରି ଟିମ। ୧୦ ଲକ୍ଷ ଟଙ୍କାର ୧୦୦ ଗ୍ରାମ ବ୍ରାଉନ ସୁଗାର ସହ ଗୋଟିଏ ଦାମି ଗାଡି ହଣ୍ଡା ଆମାଜେ od02ak2006ଜବତ କରିଛି ଅବକାରି ଟିମ।ଅଭିଯୁକ୍ତ ହେଲେ ବାଙ୍କି ନୁଆ ଗାଁର ଅଜୟ ପ୍ରଧାନ ଓ ଶ୍ରିକାନ୍ତ ନାୟକ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବ୍ରାଉନସୁଗାର ବ୍ଯବସାୟି ଏଣିକି ବାଇକ କି ସାଇକେଲରେ ବେପାର ନକରି ଦାମି କାରରେ ବିକ୍ରି କରୁଥିବାର ନଜର ଆସିଛିଯ ତେବେ ସେମାନେ ଜଣେ ବ୍ଯବସାୟୀକୁ ଡିଲ କରିବାକୁ ଆସୁଥିବାର ଖବର ପାଇଥିଲେ ଅବକାରି ଇନସ୍ପେକ୍ଟର ପଟେଲ ।Conclusion:
Last Updated : Jul 23, 2019, 9:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.