ETV Bharat / city

Odisha Covid Recovery : ଆଜି ଆରୋଗ୍ୟ ହେଲେ 10078 କୋରୋନା ସଂକ୍ରମିତ - କୋରୋନା ସୁସ୍ଥ ରିପୋର୍ଟ

କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ ୧୦୦୭୮ ଆକ୍ରାନ୍ତ । ବୁଧବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ 3୦ ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ ୧୦୦୭୮ ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୫୨୨୩୯କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid Recovery : ଆଜି ଆରୋଗ୍ୟ ହେଲେ 10078 କୋରୋନା ସଂକ୍ରମିତ

author img

By

Published : Jan 26, 2022, 8:51 PM IST

ଭୁବନେଶ୍ବର : କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ ୧୦୦୭୮ ଆକ୍ରାନ୍ତ । ବୁଧବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ 3୦ ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ ୧୦୦୭୮ ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୫୨୨୩୯କୁ ବୃଦ୍ଧି ହୋଇଛି ।

  • Another 10078 Covid patients have recovered and are being discharged on 26.01.2022

    2873 from Khordha
    1502 from Sundargarh
    941 from Cuttack
    305 from Baleswar
    299 from Rayagada
    287 from Bolangir
    247 from Sambalpur
    229 from Boudh
    195 from Jajapur
    195 from Koraput
    188 from Puri

    — H & FW Dept Odisha (@HFWOdisha) January 26, 2022 " class="align-text-top noRightClick twitterSection" data=" ">

ଖୋର୍ଦ୍ଧାରୁ ୨୮୭୩, ସୁନ୍ଦରଗଡରୁ ୧୫୦୨, କଟକରୁ ୯୪୧, ବାଲେଶ୍ବରରୁ ୩୦୫, ରାୟଗଡାରୁ ୨୯୯ ଆରୋଗ୍ୟ ଲାଭ କରିଛନ୍ତି । ବଲାଙ୍ଗୀରରୁ ୨୮୭, ସମ୍ବଲପୁରରୁ ୨୪୭, ବୌଦ୍ଧରୁ ୨୯୯, ଯାଜପୁରରୁ ୧୯୫, କୋରାପୁଟରୁ ୧୯୫ ଓ ପୁରୀରୁ ୧୮୮, ଜଗତସିଂହପୁରରୁ ୧୮୨, କଳାହାଣ୍ତିରୁ ୧୭୨ ଓ ମୟୂରଭଞ୍ଜରୁ ୧୬୫ ଆରୋଗ୍ୟ ଲାଭ କରିଛନ୍ତି ।

  • 59 from Malkangiri
    53 from Dhenkanal
    51 from Nuapada
    5 from Keonjhar
    707 from State Pool

    The total recovered cases of Odisha now stand at 1152239

ସୋନପୁରରୁ ୧୬୫, ନବରଙ୍ଗପୁରରୁ ୧୫୮, ନୟାଗଡରୁ ୧୫୪, ଅନୁଗୋଳରୁ ୧୩୮, ବରଗଡରୁ ୧୨୩, ଭଦ୍ରକରୁ ୧୧୭, ଝାରସୁଗୁଡାରୁ ୧୧୩ ଓ କେନ୍ଦ୍ରାପଡାରୁ ୯୯ ସୁସ୍ଥ ହୋଇଛନ୍ତି । ଗଜପତିରୁ ୯୫, କନ୍ଧମାଳରୁ ୯୫, ଗଞ୍ଜାମରୁ ୮୯, ଦେଓଗଡରୁ ୭୭, ମାଲକାନଗିରିରୁ ୫୯, ଢେଙ୍କାନାଳରୁ ୫୩, ନୂଆପଡାରୁ ୫୧ ଓ କେନ୍ଦୁଝରରୁ ୫ ଜଣ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୭୦୭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.