ଭୁବନେଶ୍ବର:ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ସୁସ୍ଥ ହୋଇ 10 ଜଣ ଘରକୁ ଫେରିଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏମାନଙ୍କ ମଧ୍ୟରେ 5 ଜଣ ଭୁବନେଶ୍ୱରର, 2ଜଣ ଭଦ୍ରକରୁ ଥିବା ବେଳେ କଟକ, ଯାଜପୁର, ପୁରୀରୁ ଜଣେ ଲେଖାଏଁ ରହିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଏନେଇ ଟ୍ୱିଟ କରି ଜଣାଇଛି।
ଏଥିପାଇଁ ଡାକ୍ତର ଓ ଟିମକୁ ସରକାର ଶୁଭେଚ୍ଛା ଜଣାଇଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ