ETV Bharat / city

+2 ପରୀକ୍ଷା ବାତିଲ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

author img

By

Published : Feb 3, 2022, 7:25 PM IST

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଏବଂ କ୍ବାଟରଲି ମାର୍କ ପରୀକ୍ଷା ଅନୁଯାୟୀ ମାର୍କ ଦେବାକୁ ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଅଧିକ ପଢନ୍ତୁ

+2 ପରୀକ୍ଷା ବାତିଲ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ
+2 ପରୀକ୍ଷା ବାତିଲ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଭଦ୍ରକ: ଯୁକ୍ତ ଦୁଇ ପରୀକ୍ଷା ବାତିଲ ଏବଂ କ୍ବାଟରଲି ମାର୍କ ପରୀକ୍ଷା ଅନୁଯାୟୀ ମାର୍କ ଦେବାକୁ ଦାବି କରି ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ବନ୍ତ ଛକ ଠାରେ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା ହେବାର ସଂକେତ ଦେବା ପରେ ଏହାକୁ ନେଇ ରାଜ୍ୟ ସମେତ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ପ୍ରତିବାଦ କରୁଛନ୍ତି । ତୁରନ୍ତ ପରୀକ୍ଷା ହେବାର ନିଷ୍ପତ୍ତିକୁ ବାତିଲ କରି କ୍ବାଟରଲି ପରୀକ୍ଷା ମାର୍କ ଆଧାରରେ ମାର୍କ ଦେବାକୁ ଦାବି କରିଛନ୍ତି । କୋରୋନା ପାଇଁ ପାଠପଢା ବହୁ ପଛରେ ପଡିଛି । ଅନଲାଇନ ପାଠପଢାରେ ସବୁ କୋର୍ସ ସରିନାହିଁ । ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ତେଣୁ ଅଫଲାଇନ ପରୀକ୍ଷାକୁ ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.