ETV Bharat / city

ଅନିଶ୍ଚିତତାରେ ଷାଣ୍ମାସିକ ପରୀକ୍ଷା: ମୋବାଇଲରେ ଘୁରୁଛି ପ୍ରଶ୍ନପତ୍ର

ରାତି ପାହିଲେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷାଣ୍ମାସିକ ପରୀକ୍ଷା । ହେଲେ ଅଦ୍ୟାବଧି କୌଣସି ସ୍କୁଲରେ ପହଞ୍ଚି ନାହିଁ ପ୍ରଶ୍ନପତ୍ର।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ
author img

By

Published : Oct 28, 2019, 11:43 PM IST

Updated : Oct 29, 2019, 12:26 AM IST

ଭଦ୍ରକ: ରାତି ପାହିଲେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷାଣ୍ମାସିକ ପରୀକ୍ଷା । ହେଲେ ଅଦ୍ୟାବଧି କୌଣସି ସ୍କୁଲରେ ପହଞ୍ଚି ନାହିଁ ପ୍ରଶ୍ନପତ୍ର । ଅନ୍ୟପକ୍ଷରେ ପ୍ରଶ୍ନପତ୍ରର ଗୋପନୀୟତା ନେଇ ଉଠିଛି ପ୍ରଶ୍ନ । ଖୁଲମଖୁଲା ଦେଖିବାକୁ ମିଳିଛି ପ୍ରଶ୍ନପତ୍ର । ଏଥିସହ କିଛି ବିଭାଗୀୟ କର୍ମଚାରୀ ମାନେ ପ୍ରଶ୍ନପତ୍ର ଗୁଡିକର ଫଟୋ ନିଜ ମୋବାଇଲ ଫୋନରେ ଉଠାଉଥିବା ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ ଅନ୍ତର୍ଗତ 23 ଟି କ୍ଲଷ୍ଟର ଅଧୀନରେ 300 ରୁ ଊର୍ଦ୍ଧ୍ବ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ତେବେ ଛାତ୍ରଛାତ୍ରୀଙ୍କ ଦକ୍ଷତା ମାପିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଏକକ ପ୍ରଶ୍ନ ପତ୍ରରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇଛି ।

ଏହି ଆଧାରରେ ସମଗ୍ର ରାଜ୍ୟର ସମସ୍ତ ବିଷୟରେ ଏକ ପ୍ରକାର ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏନେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ହେଲେ ଏହି ଯୋଜନାର ମୂଳ ଲକ୍ଷ୍ୟ କିପରି ଦିଗହରା ହୋଇଛି ଭଦ୍ରକ ବ୍ଲକରୁ ସହଜେ ଅନୁମେୟ । ସେପଟେ ଆସନ୍ତାକାଲିର ପରୀକ୍ଷା ସ୍ଥଗିତ ରହିବା ନେଇ ସୂଚନା ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : QUESTION PAPER
FORMAT : AVB
REPORT : DEBASIS MOHAPATRA / BHADRAK
DATE : 28.10.2019

ANCHOR : ରାତି ପାହିଲେ ରାଜ୍ଯର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାଢମାସୀକ ପରୀକ୍ଷା। ହେଲେ ଅଦ୍ୟାବଧି କୌଣସି ସ୍କୁଲ ରେ ପହଞ୍ଚି ନାହିଁ ପ୍ରଶ୍ନ ପତ୍ର। ଅନ୍ୟପକ୍ଷରେ ପ୍ରଶ୍ନ ପତ୍ରର ଗୋପନୀୟତା ନେଇ ଉଠିଛି ପ୍ରଶ୍ନ। ଖୁଲମଖୁଲା ଦେଖିବାକୁ ମିଳିଛି ପ୍ରଶ୍ନ ପତ୍ର। ଏଥିସହ କିଛି ବିଭାଗୀୟ କର୍ମଚାରୀ ମାନେ ପ୍ରଶ୍ନ ପତ୍ର ଗୁଡିକର ଫୋଟ ନିଜ ମୋବାଇଲ ଫୋନ ରେ ଉଠାଉଥିବା ଦେଖିବାକୁ ମିଳିଛି। Body:ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ ଅନ୍ତର୍ଗତ 23 ଟି କ୍ଲଷ୍ଟର ଅଧୀନରେ 300 ରୁ ଉର୍ଦ୍ଧ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ତେବେ ଛାତ୍ରଛାତ୍ରୀ ଙ୍କ ଦକ୍ଷତା ମାପିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଏକକ ପ୍ରଶ୍ନ ପତ୍ର ରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଆଧାରରେ ସମଗ୍ର ରାଜ୍ୟର ସମସ୍ତ ବିଷୟରେ ଏକ ପ୍ରକାର ପ୍ରଶ୍ନ ପତ୍ର ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ଯ ସରକାର। ହେଲେ ଏହି ଯୋଜନାର ମୂଳ ଲକ୍ଷ୍ୟ କିପରି ଦିଗହରା ହୋଇଛି ଭଦ୍ରକ ବ୍ଲକ ରୁ ସହଜେ ଅନୁମେୟ।
Bite_1 : ସୂର୍ଯ୍ୟକାନ୍ତ କୁଅଁର_ଭଦ୍ରକ ବାର ଆସୋସିଏସନ ସମ୍ପାଦକ
Bite_2 : ଗୟାଧର ପଣ୍ଡା_ABOConclusion:
Last Updated : Oct 29, 2019, 12:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.