ETV Bharat / city

ଆଜି ବିଶ୍ବ ଫଟୋଗ୍ରାଫି ଦିବସ: ବ୍ରହ୍ମପୁର ଫଟୋଗ୍ରାଫର୍ସ ଆସୋସିଏସନ ପକ୍ଷରୁ ଶୋଭାଯାତ୍ରା

ପ୍ରତିବର୍ଷ ଅଗଷ୍ଟ ମାସର ୧୯ ତାରିଖକୁ ସାରା ବିଶ୍ବରେ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଉଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 19, 2019, 11:58 AM IST

ବ୍ରହ୍ମପୁର: ଆଜି ବିଶ୍ବ ଫଟୋଗ୍ରାଫି ଦିବସ । ପ୍ରତିବର୍ଷ ଅଗଷ୍ଟ ମାସର ୧୯ ତାରିଖକୁ ସାରା ବିଶ୍ବରେ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ବ୍ରହ୍ମପୁର ସହରରେ ଏହାକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମପୁର ଫଟୋଗ୍ରାଫର୍ସ ୱାଲଫର ଆସୋସିଏସନ୍ ପକ୍ଷରୁ ଏହି ଅବସରରେ ସହରର ଖଲ୍ଲିକୋଟ କଲେଜ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ରାମଲିଙ୍ଗେଶ୍ବର ମନ୍ଦିର ନିକଟରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ସହର ସମେତ ଆଖପାଖ ଅଞ୍ଚଳର ଫଟୋଗ୍ରାଫରଙ୍କୁ ନେଇ ଗଠିତ ହୋଇଥିବା ଏହି ସଂଘ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ସହରରେ ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ସାମାଜିକ କାର୍ଯ୍ୟ କରାଯିବା ସହ ଏକତ୍ରିତ ହେବାକୁ ଆହ୍ବାନ ଦିଆଯାଇଛି । ପରେ ସହରର ଯାଦବ କଲ୍ୟାଣ ମଣ୍ଡପ ଠାରେ ଏହି ଅବସରରେ ଏକ ବୈଠକ ଆୟୋଜିତ ହୋଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଆଜି ବିଶ୍ୱ ଫୋଟଗ୍ରାଫି ଦିବସ । ପ୍ରତେକ ବର୍ଷ ଅଗଷ୍ଟ ମାସର ୧୯ ତାରିଖକୁ ସାରା ବିଶ୍ୱରେ ଫୋଟଗ୍ରାଫି ଦିବସ ଭାବରେ ପାଳନ କରାଯାଉଥିବା ବେଳେ ବ୍ରହ୍ମପୁର ସହରରେ ଏହାକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଫୋଟଗ୍ରାଫରସ୍ ୱାଲଫର ଏସୋସିଏସନ୍ ପକ୍ଷରୁ ଏହି ଅବସରରେ ସହରର ଖଲ୍ଲିକୋଟ କଲେଜ ସମୁଖରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ ପହଞ୍ଚିଛଥିଲେ । ସହର ସମେତ ଆଖପାଖ ଅଞ୍ଚଳର ଫୋଟଗ୍ରାଫର ଙ୍କୁ ନେଇ ଗଠିତ ହୋଇଥିବା ଏହି ସଂଙ୍ଘ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ସହରରେ ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ସାମାଜିକ କାର୍ଯ୍ୟ କରାଯିବା ସହ ଏକତ୍ରିତ ହେବାକୁ ଆହ୍ୱାନ କରାଯାଇଥିଲା ।ପରେ ସହରର ଯାଦବ କଲ୍ୟାଣ ମଣ୍ଡପ ଠାରେ ଏହି ଅବସରରେ ଏକ ବୈଠକ ଆୟୋଜିତ ହୋଇଥିଲା । Body:ବାଇଟ୍-ଆର୍.କେ.ଦୁର୍ଗା(ସଂପାଦକ- ଫୋଟଗ୍ରାଫର ୱାଲଫର ଏସୋସିଏସନ୍)
ବାଇଟ୍-ପ୍ରମୋଦ କୁମାର ପଣ୍ଡା(ସଭାପତି- ଫୋଟଗ୍ରାଫର ୱାଲଫର ଏସୋସିଏସନ୍)
Conclusion:ବ୍ରହ୍ମପର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.