ETV Bharat / city

ସ୍ବାୟତ୍ତ ଶାସନ ଦିବସ: ରେଶମ ସହରକୁ ଭାରତର ସର୍ବଶ୍ରେଷ୍ଠ ସହର କରିବା ଲକ୍ଷ୍ୟ

ସ୍ବାୟତ୍ତ ଶାସନ ଦିବସ ଅବସରରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆୟୋଜିତ ହୋଇଯାଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ଯେପରି ପ୍ରତ୍ୟେକ ୱାର୍ଡରେ କମିଟି ଗଠନ କରାଯିବ ସେନେଇ ନିଷ୍ପତ୍ତି ନିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 31, 2019, 3:58 PM IST

ବ୍ରହ୍ମପୁର: ସ୍ବାୟତ୍ତ ଶାସନ ଦିବସ ଅବସରରେ ରେଶମ ସହରକୁ ଭାରତର ସର୍ବଶ୍ରେଷ୍ଠ ସହର ଭାବରେ ଗଢ଼ି ତୋଳିବା ପାଇଁ ଲକ୍ଷ୍ୟ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଅବସରରେ ଆୟୋଜିତ ହୋଇଯାଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ଯେପରି ପ୍ରତ୍ୟେକ ୱାର୍ଡରେ କମିଟି ଗଠନ କରାଯିବ ସେ ନେଇ ନିଷ୍ପତ୍ତି ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ନିଗମ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ତଥା ନିଗମର ପ୍ରଶାସକ ବିଜୟ ଅମୃତ କୁଲାଙ୍ଗେ ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ଏହି କାର୍ଯକ୍ରମରେ ଅନ୍ୟତମ ଅତିଥି ଭାବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପ୍ରତି ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।

ସହରରେ ଯେପରି ଲୋକମାନେ ସମସ୍ତ ସୁବିଧା ପାଇପାରିବେ ସେ ନେଇ ପଦକ୍ଷେପ ନିଆଯାଉଥିବା କୁହାଯାଇଛି । ଅନ୍ୟପଟେ ସହରର ବିକାଶ ପାଇଁ କଣ ଲକ୍ଷ୍ୟ ରହିଛି ତାହା କେତେ ଦୂର କାର୍ଯ୍ୟକାରୀ ହୋଇଛି, ସେ ନେଇ ବ୍ରହ୍ମପୁର ନିଗମର କମିଶନର ଚକ୍ରବର୍ତ୍ତୀ ସି° ରାଠୋରଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଆଜି ସ୍ବାୟତ୍ତ ଶାସନ ଦିବସ ।ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଅବସରରେ ଆୟୋଜିତ ହୋଇଯାଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ।ନିଗମ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ତଥା ନିଗମର ପ୍ରଶାସକ ବିଜୟ ଅମୃତ କୁଲାଙ୍ଗେ ଜାତୀୟ ପତକା ଉତ୍ତୋଳନ କରିଥିବା ବେଳେ ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ସାସ°ଦ ଚନ୍ଦ୍ରଶେଖର ସାହୁ ,ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପ୍ରତି ଜନସାଧାରଣ ଙ୍କ ସହଯୋଗ କାମନ୍ନା କରିଥିଲେ ।ମୁଖ୍ୟତଃ ରେଶମ ସହରକୁ ଭାରତର ସର୍ବଶ୍ରେଷ୍ଠ ସହର ଭାବରେ ଗଢ଼ିତୋଳିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଇତି ମଧ୍ୟରେ ଅନେକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆହୁରି ଅନେକ ବାକି ରହିଯାଇଛି ।ସହରରୁ ପ୍ଳାଷ୍ଟିକ କୁ ଯେପରି ସ°ପୂର୍ଣ୍ଣ ମୁକ୍ତ କରାଯିବା ସହ ପ୍ରତ୍ୟେକ ୱାର୍ଡରେ କମିଟି ଗଠନ ସହ ଜନତା ଯେପରି ସୁବିଧାରେ ସମସ୍ତ ସୁବିଧା ପାଇପାରିବେ ସେ ନେଇ ପଦକ୍ଷେପ ନିଆଯାଉଥିବା
କୁହାଯାଇଛି ।
ଅନ୍ୟପଟେ ସହରର ବିକାଶ ପାଇଁ କଣ ରହିଛି ଲକ୍ଷ୍ୟ ତାହାକୁ କେତେଦୂର କାର୍ଯ୍ୟକାରୀ ହୋଇଛି ସେ ନେଇ ନିଗମର କମିଶନର ଚକ୍ରୱତି ସି°ରାଠୋର ଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

Body:one to one

Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.