ETV Bharat / city

ଜୁଆ ଆଡ୍ଡା ଉପରେ ଚଢାଉ, 7 ଗିରଫ

author img

By

Published : Oct 2, 2019, 12:41 AM IST

ବ୍ରହ୍ମପୁର ସହରର ବଡବଜାର ଥାନା ପୋଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ 7 ଜଣଙ୍କୁ ଗିରଫ କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଜୁଆ ଆଡ୍ଡା ଉପରେ ଚଢାଉ । ବ୍ରହ୍ମପୁର ସହରର ବଡବଜାର ଥାନା ପୋଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ 7 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୫ ହଜାର ୮୭୦ ଟଙ୍କା ଜବତ କରାଯାଇଛି । ଏହାସହ ଜୁଆଡିଙ୍କ ଠାରୁ ସାତୋଟି ମୋବାଇଲ ଫୋନ୍, ତାସ ଜବତ କରାଯାଇଥିବା ବ୍ରହ୍ମପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସହରର ତୃତୀୟ ଲାଇନରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ପୋଲିସ ପ୍ରହଲ୍ଲାଦ ନଗକ ଏହି ଚଢାଉ କରିଥିଲେ । ତେବେ ଗିରଫମାନେ ହେଲେ ଆର.ଶ୍ରୀନିବାସ ଆଚାରୀ, ଭଗବାନ ସାହୁ, ବି.ଜହାଲ ପାତ୍ର , କେ.କାହ୍ନୁ ପାତ୍ର, କେ.ସୋମନାଥ ପାତ୍ର, ରୋଜା ବେହେରା ଏବଂ ପି.ଗୋପୀ ପାତ୍ର । ଏମାନଙ୍କୁ ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Intro:
ବ୍ରହ୍ମପୁର ସହରର ବଡବଜାର ଥାନା ପୋଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ସାତ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୫ହଜାର ୮୭୦ ଟଙ୍କା ଜବତ କରାଯାଇଛି । ସହରର ପ୍ରହଲାଦ ନଗକ ତୃତୀୟ ଲାଇନ୍ ରେ ଏହି ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ପୋଲିସ ଚଢାଉ କରିଥିବା ବେଳେ ଜୁଆଡି ମାନଙ୍କ ଠାରୁ ସାତୋଟି ମୋବାଇଲ ଫୋନ୍ ,ତାସ ଜବତ କରାଯାଇଥିବା ବ୍ରହ୍ମପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ମାନେ ହେଲେ ଆର୍.ଶ୍ରୀନିବାସ ଆଚାରୀ ,ଭଗବାନ ସାହୁ , ବି.ଜହାଲ ପାତ୍ର ,କେ.କାହ୍ନୁ ପାତ୍ର , କେ.ସୋମନାଥ ପାତ୍ର , ରୋଜା ବେହେରା ଏବଂ ପି.ଗୋପି ପାତ୍ର ହୋଇଥିବା ବେଳେ ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.