ETV Bharat / city

ନଖ ଆକୃତି ତିନି ଠାକୁରଙ୍କ ସୁନାବେଶ ପ୍ରସ୍ତୁତ କଲେ ସତ୍ୟ - ଛୋଟ ତିନି ଠାକୁରଙ୍କ ସୁନାବେଶ

ମହାପ୍ରଭୁଙ୍କ ସୁନାବେଶ ଅବସରରେ ଛୋଟ ତିନି ଠାକୁରଙ୍କ ସୁନାବେଶ ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ସତ୍ୟ ମହାରଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଛୋଟ ତିନି ଠାକୁରଙ୍କ ସୁନାବେଶ ପ୍ରସ୍ତୁତ କଲେ ଯୁବଶିଳ୍ପୀ ସତ୍ୟ

author img

By

Published : Jul 2, 2020, 10:29 PM IST

ବ୍ରହ୍ମପୁର: ମହାପ୍ରଭୁଙ୍କ ସୁନାବେଶ ଅବସରରେ ଛୋଟ ତିନି ଠାକୁରଙ୍କ ସୁନାବେଶ ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ସତ୍ୟ ମହାରଣା । ବିଶ୍ବର ସବୁଠାରୁ ଛୋଟ ରଥ କରି ରେକର୍ଡ ସୃଷ୍ଟି କରିଛନ୍ତି ବ୍ରହ୍ମପୁରର ଯୁବ ବାଲୁକାଶିଳ୍ପୀ ସତ୍ୟ ମହାରଣା ।

ଛୋଟ ତିନି ଠାକୁରଙ୍କ ସୁନାବେଶ ପ୍ରସ୍ତୁତ କଲେ ଯୁବଶିଳ୍ପୀ ସତ୍ୟ
ଛୋଟ ତିନି ଠାକୁରଙ୍କ ସୁନାବେଶ ପ୍ରସ୍ତୁତ କଲେ ଯୁବଶିଳ୍ପୀ ସତ୍ୟ

କାଠରେ ମାତ୍ର ୩ ଏମ୍.ଏମ୍ ବିଶିଷ୍ଟ ବଳଭଦ୍ର ଓ ଜଗନ୍ନାଥ ସମେତ ଦୁଇ ଏମ୍.ଏମ୍ ର ମାଆ ସୁଭଦ୍ରାଙ୍କୁ ପ୍ରସ୍ତୁତି କରି ତିନି ଠାକୁରଙ୍କ ସୁନା ବେଶ କରିଛନ୍ତି । ଏହା ଗୋଟିଏ ଅଙ୍ଗୁଳି ନଖର ପରିସୀମା ମଧ୍ୟରେ ରହିଯାଇଥିବା ଦେଖାଯାଇଛି । ସତ୍ୟ ଏହାକୁ ଅତ୍ୟନ୍ତ ସତର୍କତାର ସହକାରେ ପ୍ରସ୍ତୁତ କରିଥିବା ବେଳେ କୋରୋନା ରୂପକ ମହାମାରୀ ସମୟରେ ସମସ୍ତେ ନିଜ ଘରେ ରହି ଶ୍ରୀଜିଉ ମାନଙ୍କୁ ପ୍ରାର୍ଥନା କରିବା ପାଇଁ ଏହାରି ମାଧ୍ୟମରେ ଆହ୍ବାନ କରିଛନ୍ତି ।

ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏହି କୋରୋନା ରୂପକ ମହାମାରୀକୁ ବିଶ୍ବରୁ କିଭଳି ଏଡାଇବା ସହ ପୁଣି ସ୍ବାଭାବିକ ଅବସ୍ଥା ଫେରିଆସିବ, ସେଥିପାଇଁ ସମସ୍ତେ ନିଜ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏବଂ ଆବଶ୍ୟକ ନଥିଲେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ବିଶ୍ବର ସବୁଠାରୁ ଛୋଟ ରଥ ଭାବରେ ସତ୍ୟ ରଥଯାତ୍ରା ପୂର୍ବରୁ ସ୍କେଲର ସବୁଠାରୁ ଶେଷ ଗାର 1 ଏମ୍.ଏମ୍ ବିଶିଷ୍ଟ ରଥ ପ୍ରସ୍ତୁତ କରିଥିଲେ । ଯାହାକି ବିଶ୍ବର ଏକ ରେକର୍ଡ ସୃଷ୍ଟି ହୋଇଥିଲା । ସେପଟେ ସୁନାବେଶ ଅବସରରେ ସତ୍ୟଙ୍କ ସବୁଠାରୁ ଛୋଟ ତିନି ଠାକୁର ଙ୍କର ଏଭଳି କଳାକୃତିକୁ ନେଇ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.