ETV Bharat / city

ପଲିଥିନ ହଟାଅ ଚଢାଉ ପାଇଁ ଯାଇ ହଟହଟା ଏନଏସି କର୍ମଚାରୀ - ଗଞ୍ଜାମରେ ପଲିଥିନ ବ୍ୟାନକୁ ନେଇ ସାଧାରଣ ଲୋକଙ୍କ ପ୍ରଶ୍ନ

ପଲିଥିନ ପାଇଁ ଚଢାଉ କରିବାକୁ ଯାଇ ହଟହଟା ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଏନଏସି କର୍ମଚାରୀ । ଘଟଣାଟି ଘଟିଛି ଗଞ୍ଜାମ ସହରରେ । ଅଧିକ ପଢନ୍ତୁ:

raid for plythene in ganjam, ganjam latest news, common people raised voice against polythene ban in ganjam, ଗଞ୍ଜାମ ଲାଟେଷ୍ଟ ନ୍ୟୁଜ୍‌, ଗଞ୍ଜାମରେ ପଲିଥିନ ବ୍ୟାନକୁ ନେଇ ସାଧାରଣ ଲୋକଙ୍କ ପ୍ରଶ୍ନ, ଗଞ୍ଜାମରେ ପଲିଥିନ ପାଇଁ ଚଢାଉ
ମହଙ୍ଗା ପଡିଲା ପଲିଥିନ ପାଇଁ ଚଢାଉ, ହଟହଟା ହେଲେ ଏନଏସି କର୍ମଚାରୀ
author img

By

Published : Jan 17, 2020, 5:42 PM IST

ବ୍ରହ୍ମପୁର: ପଲିଥିନ ପାଇଁ ଚଢାଉ କରିବାକୁ ଯାଇ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଏନଏସି କର୍ମଚାରୀ । ଘଟଣାଟି ହେଉଛି ଗଞ୍ଜାମ ସହରର । ରାଜ୍ୟ ସରକାର ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚଢାଉ କରି କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଥିଲା ।

ମହଙ୍ଗା ପଡିଲା ପଲିଥିନ ପାଇଁ ଚଢାଉ, ହଟହଟା ହେଲେ ଏନଏସି କର୍ମଚାରୀ

ଏଭଳି ସ୍ଥଳେ ଗଞ୍ଜାମ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କର୍ମଚାରୀମାନେ ସହରର ଏକ ମିଠା ଦୋକାନରେ ପଲିଥିନ ରହିଥିବା ନେଇ ଚଢାଉ କରୁଥିବା ସମୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କର୍ମଚାରୀମାନେ ନିଜର ଟାର୍ଗେଟ ପୂରଣ କରିବା ପାଇଁ ଗୋଟିଏ ଦୋକାନ ଉପରେ ବାରମ୍ବାର ଚଢାଉ କରୁଥିବା ନେଇ ଲୋକେ ଅଭିଯୋଗ କରିଥିଲେ । ହେଲେ ମଦ ଦୋକାନ ଗୁଡିକରେ ଅବାଧରେ ପାଉଚ୍ ବ୍ୟବହାର ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ନେଇ ପ୍ରଶ୍ନ ଉଠାଇଥିଲେ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ।

ଏପରିକି କୌଣସି ନିୟମ କାର୍ଯ୍ୟକାରୀ କରିବା ପୂର୍ବରୁ ବ୍ୟବସାୟୀଙ୍କ ସହ ଆଲୋଚନା କରାଯିବା ସହ ବିକଳ୍ପ ବ୍ୟବସ୍ଥା କରାଯାଇ ଚଢାଉ କରାଯିବାକୁ କହିବାରୁ କର୍ମଚାରୀ ହଟହଟା ହୋଇ ଫେରିଥିବା ଦେଖାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ପଲିଥିନ ଚଢାଉ କରିବାକୁ ଯାଇ ଶେଷରେ ହଟହଟ୍ଟା ହେବାକୁ ପଡିଛି ଏନ୍.ଏ.ସି କର୍ମଚାରୀ ଙ୍କୁ ।ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା ।ରାଜ୍ୟ ସରକାର ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଥିବା ବେଳେ ଏହାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚଢାଉ କରି କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଉଛି ।ଏଭଳି ସ୍ଥଳେଗଞ୍ଜାମ ଏନ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହ କର୍ମଚାରୀ ମାନେ ସହରର ଏକ ମିଠା ଦୋକାନରେ ପଲିଥିନ ରହିଥିବା ନେଇ ଚଢାଉ କରୁଥିବା ସମୟରେ ଉତ୍ତୋଜନା ଦେଖିବାକୁ ମିଳିଥିଲା । କର୍ମଚାରୀ ମାନେ ନିଜର ଟାର୍ଗେଟ ପୂରଣ କରିବା ପାଇଁ ଗୋଟିଏ ଦୋକାନ ଉପରେ ବାରମ୍ବାର ଚଢାଉ କରୁଥିବା ବେଳେ ମଦ ଦୋକାନ ଗୁଡିକରେ ଅବାଧରେ ପାଉଚ୍ ବ୍ୟବହାର ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ନେଇ ପ୍ରଶ୍ନ ଉଠାଇଥିଲେ ସ୍ଥାନୀୟ ବ୍ୟବସାୟୀ ଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା । ଏପରିକି କୈଣସି ନିୟମ କାର୍ଯ୍ୟକାରୀ କରିବା ପୂର୍ବରୁ ବ୍ୟବସାୟୀ ଙ୍କ ଆଲୋଚନା କରାଯିବା ସହ ବିକଳ୍ପ ବ୍ୟବସ୍ଥା କରାଯାଇ ଚଢାଉ କରାଯିବାକୁ କହିବାରୁ ହଟ୍ଟହଟା ହୋଇ ଫେରିଥିବା ଦେଖାଯାଇଥିଲା ।
Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.