ETV Bharat / city

ସାଇଲେଣ୍ଟ କିଲର ଛିଦ୍ରମୟ ଅସ୍ଥି ରୋଗ: ପଦ୍ମଶ୍ରୀ ପ୍ରଫେସର କେ.ଏମ୍.ପାଠୀ

ସାଧାରଣତଃ ଯେତେ ରୋଗ ରହିଛି ତାହାର ୬୦ ପ୍ରତିଶତ ହାଡ ମାଂସପେଶୀ ଏବଂ ସ୍ନାୟୁକୁ ନେଇ ହେଉଥିବା ଦେଖାଯାଇଥାଏ । ମୁଖ୍ୟତଃ ହାଡର ଯନ୍ତ୍ରଣା, ଆଣୁ ଓ ଗଣ୍ଠିରେ ଯନ୍ତ୍ରଣା ଭଳି ରୋଗକୁ ଛିଦ୍ରମୟ ଅସ୍ଥି ରୋଗ ଓ ସାଇଲେଣ୍ଟ କିଲର ଭାବରେ ବିବେଚନା କରାଯାଇଥାଏ । ଅଧିକ ପଢନ୍ତୁ

author img

By

Published : Apr 7, 2022, 1:59 PM IST

ପ୍ରତି ତିନି ମହିଳାଙ୍କ ମଧ୍ୟରେ ଜଣେ ଛିଦ୍ରମୟ ଅସ୍ଥି ରୋଗରେ ହୋଇଥାନ୍ତି ଆକ୍ରାନ୍ତ : ପଦ୍ମଶ୍ରୀ ପ୍ରଫେସର କେ.ଏମ୍.ପାଠୀ

ବ୍ରହ୍ମପୁର: ସାଧାରଣତଃ ଯେତେ ରୋଗ ରହିଛି ତାହାର ୬୦ ପ୍ରତିଶତ ହାଡ ମାଂସପେଶୀ ଏବଂ ସ୍ନାୟୁକୁ ନେଇ ହେଉଥିବା ଦେଖାଯାଇଥାଏ । ମୁଖ୍ୟତଃ ହାଡର ଯନ୍ତ୍ରଣା, ଆଣୁ ଓ ଗଣ୍ଠିରେ ଯନ୍ତ୍ରଣା ଭଳି ରୋଗକୁ ଛିଦ୍ରମୟ ଅସ୍ଥି ରୋଗ ଓ ସାଇଲେଣ୍ଟ କିଲର ଭାବରେ ବିବେଚନା କରାଯାଇଥାଏ । ହେଲେ ଏଭଳି ରୋଗକୁ ଅଣଦେଖା କଲେ କୌଣସି କାରଣ ବସତଃ ହଠାତ ଝୁଣ୍ଟିଗଲେ କି ପଡିଗଲେ ହାଡ ଭାଙ୍ଗିଯାଇଥାଏ । ଏହାକୁ ଅସ୍ତ୍ରପ୍ରଚାର କଲେ ମଧ୍ୟ ତାହା ସଫଳ ହୋଇନଥାଏ ।

ଯାହାକି ଆମ ଦେଶରେ ୩୫ ବର୍ଷ ପରେ ଏକ ତୃତୀୟାଂଶ ମହିଳା ଏହି ରୋଗରେ ବହୁଳ ଭାବରେ ଆକ୍ରାନ୍ତ ହୋଇଥାନ୍ତି । ଏଣୁ ଏହାକୁ ଅଣଦେଖା ନ କରି ପୂର୍ବରୁ ଚିକିତ୍ସା ପଦ୍ଧତି ଆପଣାଇବାର ଆବଶ୍ୟକତା ରହିଥିବା ଇଟିଭି ଭାରତ ସହ ଆଲୋଚନା ସମୟରେ ସୂଚନା ଦେଇଛନ୍ତି ପଦ୍ମଶ୍ରୀ ପ୍ରଫେସର କେ.ଏମ୍.ପାଠୀ ।

ବ୍ରହ୍ମପୁର ଏମକେସିଜି ମେଡିକାଲର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ଚିକିତ୍ସକ ଡାକ୍ତର କେ.ଏମ୍.ପାଠୀ ଏପରିକି ଶରୀରର ଉଚ୍ଚତା ଅନୁଯାୟୀ ଓଜନ ବହୁ ମାତ୍ରାରେ ବୃଦ୍ଧି ହୋଇଗଲେ ମଧୁମେହ ଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ, ବାତ ଭଳି ଅନେକ ରୋଗରେ ଆକ୍ରାନ୍ତ ହେଉଥିବାରୁ ଏହାର ପ୍ରାରମ୍ଭରୁ ହିଁ ଏହି ରୋଗ ପାଇଁ ପ୍ରତିକାର ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଦୀର୍ଘବର୍ଷ ଧରି ନିଜ ବାସଭବନରେ ପଦ୍ମଶ୍ରୀ ପ୍ରଫେସର ପାଠୀ ସହରବାସୀଙ୍କ ପାଇଁ ବିନା ମୂଲ୍ୟରେ ଅସ୍ଥି ଓ ସ୍ବାସ୍ଥ ଶିବିର ପାଇଁ ବିଏମଡିଓବିଏମଆଇ ପରୀକ୍ଷା କରାଇ ଏହି ରୋଗରୁ ଅନେକଙ୍କୁ ସୁସ୍ଥ କରାଇ ଆସୁଥିବାର ନଜର ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.