ETV Bharat / city

ବ୍ରହ୍ମପୁରରେ ପ୍ରାର୍ଥିପତ୍ର ଦାଖଲ

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥିପତ୍ର ଦାଖଲ । ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି । ସେହିପରି ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ ଦଳରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପୂର୍ବତନ ଜିଲ୍ଲା ସଭାପତି ବିଜୟ ସ୍ବାଇଁ ।

author img

By

Published : Mar 26, 2019, 3:04 AM IST

Updated : Mar 26, 2019, 7:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥିପତ୍ର ଦାଖଲ । ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି । ସେହିପରି ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ ଦଳରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପୂର୍ବତନ ଜିଲ୍ଲା ସଭାପତି ବିଜୟ ସ୍ବାଇଁ ।

ବ୍ରହ୍ମପୁର ଓ ସାନଖେମୁଣ୍ଡି ଆସନ୍ନ ପାଇଁ ଦଳରୁ ଅନେକ ପ୍ରାର୍ଥୀ ଆଶାୟୀ ରହିଥିବା ବେଳେ ଶେଷରେ କାହ୍ନୁ ଚରଣ ପତି ଓ ବିଜୟ ସ୍ବାଇଁଙ୍କ ନାମ ଦଳୀୟ ପ୍ରାର୍ଥି ଭାବରେ ଘୋଷଣା କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର ସହରରୁ ନିଜର ସମର୍ଥକଙ୍କ ସହ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଗାନ୍ଧିନଗର ଛକରୁ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ବାହାରି ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ ।

ଏହାପରେ ସେ ସହରରେ ଥିବା ବିଭିନ୍ନ ସମସ୍ୟାକୁ ନିଜର ନିର୍ବାଚନୀ ଏଜେଣ୍ଡା କରିବେ ବୋଲି କହିଥିଲେ । ଅନ୍ୟପଟେ ନିଜର ସମର୍ଥକଙ୍କ ସହ ଆସି ବ୍ରହ୍ମପୁରରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଜୟ ସ୍ବାଇଁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

AP Video Delivery Log - 1800 GMT Horizons
Monday, 25 March, 2019
Here is a roundup of Associated Press video content which has been sent to customers in the last 24 hours. These items are available to access now on Media Port and Video Hub. Please note, customers will receive stories only if subscribed to the relevant product.
AP-APTN-1722: HZ World Greenland Glacier AP Clients Only 4202712
Gigantic Greenland glacier grows after years of melting
AP-APTN-1714: HZ UK 3D Baby Heart AP Clients Only/Part No access BBC, ITN (including Channel 4 and 5), Al Jazeera, Bloomberg /Part Must Credit "King's College London" 4202721
3D images bring hope for babies with congential heart defects
AP-APTN-1703: HZ UK Van Gogh AP Clients Only 4202718
How Britain changed Van Gogh - Major show opens in London
AP-APTN-1613: HZ Ukraine Chernobyl Tourism AP Clients Only 4202324
Chernobyl ghost town is polluted by tourists
AP-APTN-1228: HZ Japan Anime AP Clients Only/No access Japan / No archive 4202651
Love Anime? Then Tokyo is the place to indulge your passion
AP-APTN-1220: HZ Seychelles Ocean Mission Secrets AP Clients Only / Part Must Credit Nekton 4202657
Aldabra: A window into a near-pristine reef ecosystem
AP-APTN-1022: HZ Australia Plants No access Australia 4202318
Australia's outback plants saved in seedbanks
To opt-in to receive AP’s video updates (content alerts, outlooks, etc) via email, please register via http://discover.ap.org/Signup-for-APvideoalert
If you have a video coverage enquiry, please contact the Customer Desk (available 24/7) – customerdesk@ap.org
Last Updated : Mar 26, 2019, 7:23 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.