ETV Bharat / city

୮୦ ଫୁଟ ଉଚ୍ଚ ମୋବାଇଲ ଟାୱାରରୁ ଉଦ୍ଧାର ହେଲା ହନୁ

୮୦ ଫୁଟ ଉଚ୍ଚତା ଉପରେ ରହିଥିବା ମୋବାଇଲ ଟାୱାର ଉପରୁ ଏକ ହନୁ ମାଙ୍କଡ କୁ ଉଦ୍ଧାର କରିଛନ୍ତି ବ୍ରହ୍ମପୁର ବନବିଭାଗ ଏବଂ ଅଗ୍ନିଶମ ବିଭାଗ। ଅଧିକ ଖବର ପଢନ୍ତୁ...

author img

By

Published : Jan 28, 2020, 9:03 PM IST

୮୦ ଫୁଟ ଉଚ୍ଚ ମୋବାଇଲ ଟାୱାରରୁ ଉଦ୍ଧାର ହେଲା ହନୁ
୮୦ ଫୁଟ ଉଚ୍ଚ ମୋବାଇଲ ଟାୱାରରୁ ଉଦ୍ଧାର ହେଲା ହନୁ

ବ୍ରହ୍ମପୁର: ୮୦ ଫୁଟ ଉଚ୍ଚତା ଉପରେ ରହିଥିବା ମୋବାଇଲ ଟାୱାର ଉପରୁ ଏକ ହନୁ ମାଙ୍କଡକୁ ଉଦ୍ଧାର କରିଛନ୍ତି ବ୍ରହ୍ମପୁର ବନବିଭାଗ ଏବଂ ଅଗ୍ନିଶମ ବିଭାଗ। ସହରର ଗେଟ ବଜାର ସ୍ଥିତ ଜୟମଙ୍ଗଳ ନଗର ଅଞ୍ଚଳରେ ରହିଥିବା ଏକ ମୋବାଇଲ ଟାୱାରରେ ସୋମବାର ରାତିରୁ ହିଁ ଏକ ମାଙ୍କଡ କୌଣସି କାରଣ ବଶତଃ ଚଢିଯାଇଥିଲା ।

ଆଉ ସେଠାରେ ରହିଥିବା ତାର ମଧ୍ୟରେ ମାଙ୍କଡର ଲାଞ୍ଜଟି ଫସି ଯାଇଥିବା ଯୋଗୁଁ ସେ ସେଠାରୁ ଆସି ପାରୁନଥିଲା । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଏହାକୁ ନେଇ ଅଗ୍ନିଶମ ବିଭାଗ ଏବଂ ବନବିଭାଗକୁ ଖବର ଦେଇଥିଲେ ।

ଏହା ପରେ ଉଭୟ ବିଭାଗର କର୍ମଚାରୀ ମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କିଭଳି ମାଙ୍କଡକୁ ଉଦ୍ଧାର କରାଯିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପରେ ବନ ବିଭାଗର ଫରେଷ୍ଟ ଗାର୍ଡ ଶ୍ରୀକାନ୍ତ ପଢିଆଳି ଦୀର୍ଘ ଦୁଇ ଘଣ୍ଟା ଧରି ପରିଶ୍ରମ କରିବା ପରେ ଅନ୍ୟ କର୍ମଚାରୀଙ୍କ ସହାୟତାରେ ମାଙ୍କଡକୁ ଉଦ୍ଧାର କରିଥିଲେ ।

ଉଦ୍ଧାର ହେବା ପରେ ମାଙ୍କଡକୁ ସୁରକ୍ଷିତ ସ୍ଥାନକୁ ଛଡାଯାଇଛି । କିଭଳି ରହିଥିଲା ଏହି ଉଦ୍ଧାର କାର୍ଯ୍ୟ ସେ ନେଇ ବନ ବିଭାଗର ଫରେଷ୍ଟଗାର୍ଡ ଶ୍ରୀକାନ୍ତ ପଢିଆଳି ଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା...

Intro:
୮୦ ଫୁଟ ଉଚ୍ଚତା ଉପରେ ରହିଥିବା ମୋବାଇଲ ଟାୱାର ରେ ଏକ ହନୁ ମାଙ୍କଡ କୁ ଉଦ୍ଧାର କରିଛନ୍ତି ବ୍ରହ୍ମପୁର ବନ ବିଭାଗ ଏବଂ ଅଗ୍ନିଶମ ବିଭାଗର ମିଳିତ କର୍ମଚାରୀ ମାନେ । ସହରର ଗେଟ ବଜାର ସ୍ଥିତ ଜୟମଙ୍ଗଳ ନଗର ଅଞ୍ଚଳରେ ରହିଥିବା ଏକ ମୋବାଇଲ ଟାୱାର ରେ ଗତକାଲି ରାତ୍ର ସମୟରେ ଏକ ମାଙ୍କଡ କୌଣସି କାରଣ ବସତଃ ମାଙ୍କଡଟି ଚଢି ଯାଇଥିଲା । ଆଉ ସେଠାରେ ରହିଥିବା ତାର ମଧ୍ୟରେ ମାଙ୍କଡ ଟିର ଲାଞ୍ଜ ଟି ଫସି ଯାଇଥିବା ଯୋଗୁଁ ସେ ସେଠାରୁ ଆସି ପାରୁନଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଏହାକୁ ନେଇ ଅଗ୍ନିଶମ ବିଭାଗ ଏବଂ ବନ ବିଭାଗ କୁ ଖବର ଦେଇଥିଲେ । ଏହା ପରେ ଉଭୟ ବିଭାଗର କର୍ମଚାରୀ ମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କିଭଳି ମାଙ୍କଡ ଟିକୁ ଉଦ୍ଧାର କରାଯିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପରେ ବନ ବିଭାଗର ଫରେଷ୍ଟଗାର୍ଡ ଶ୍ରୀକାନ୍ତ ପଢିଆଳି ଦୀର୍ଘ ଦୁଇ ଘଣ୍ଟା ଧରି ପରିଶ୍ରମ କରିବା ପରେ ଅନ୍ୟ କର୍ମଚାରୀ ଙ୍କ ସହାୟତାରେ ମାଙ୍କଡ ଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ହେବା ପରେ ମାଙ୍କଡ ଟି କୁ ସୁରକ୍ଷିତ ସ୍ଥାନକୁ ଛଡାଯାଇଛି । କିଭଳି ରହିଥିଲା ଏହି ଉଦ୍ଧାର କାର୍ଯ୍ୟ ସେ ନେଇ ବନ ବିଭାଗର ଫରେଷ୍ଟଗାର୍ଡ ଶ୍ରୀକାନ୍ତ ପଢିଆଳି ଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।

Body:ୱାନ୍ ଟୁ ୱାନ୍
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.