ETV Bharat / city

ତଳିଆ ଅଞ୍ଚଳକୁ ମହାନଗର ନିଗମରେ ସାମିଲ ଦାବି ନେଇ କ୍ରିୟାନୁଷ୍ଠାନ କମିଟିର ବୈଠକ - ବ୍ରହ୍ମପୁର ଖବର

ବ୍ରହ୍ମପୁର ସହର ଉପକଣ୍ଠରେ ରହିଥିବା ବିଭିନ୍ନ ସହରତଳି ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରିବା ଦାବି ଗତ କିଛି ମାସର ବ୍ୟବଧାନ ପରେ ପୁଣି ଯୋର ଧରିଛି । ଏନେଇ ସହରର ବ୍ରଜନଗର ଠାରେ ମିଳିତ କ୍ରିୟାନୁଷ୍ଟାନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସହରତଳି ଅଞ୍ଚଳକୁ ମହାନଗର ନିଗମରେ ସାମିଲ ଦାବି ନେଇ କ୍ରିୟାନୁଷ୍ଠାନ କମିଟିର ବୈଠକ

author img

By

Published : Nov 22, 2020, 6:33 PM IST

ବ୍ରହ୍ମପୁର: ସହର ଉପକଣ୍ଠରେ ରହିଥିବା ବିଭିନ୍ନ ସହରତଳିଆ ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରିବା ଦାବି ଗତ କିଛି ମାସର ବ୍ୟବଧାନ ପରେ ପୁଣି ଯୋର ଧରିଛି । ଏନେଇ ସହରର ବ୍ରଜନଗର ଠାରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସହରତଳି ଅଞ୍ଚଳକୁ ମହାନଗର ନିଗମରେ ସାମିଲ ଦାବି ନେଇ କ୍ରିୟାନୁଷ୍ଠାନ କମିଟିର ବୈଠକ

କୋଭିଡ କଟକଣା ମଧ୍ୟରେ ବୈଠକ ଆୟୋଜିତ ହୋଇଛି । ବୈଠକକୁ କମିଟିର ଉପଦେଷ୍ଠା ତଥା ଆଇନଜୀବୀ ଶିବପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ବୈଠକରେ ବିଜେପିର ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର , କମିଟିର ସଭାପତି ସଞ୍ଜିବ କୁମାର ପଟ୍ଟନାୟକଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଦୀର୍ଘ ଦିନ ଧରି କୁକୁଡାଖଣ୍ଢି ଏବଂ ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି ଅଧିନରେ ରହିଥିବା ସହରତଳି ବିଭିନ୍ନ ଅଞ୍ଚଳ ବାସିନ୍ଦାଙ୍କ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହି ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରାଇବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବା ଏବଂ ଅଞ୍ଚଳବାସିନ୍ଦାଙ୍କୁ ସହରାଞ୍ଚଳର ସୁବିଧା ଯୋଗାଇ ଦିଆନଯାଇ ଅବହେଳିତ ଓ ଉପେକ୍ଷିତ କରାଯିବା ବୈଠକରେ ରାଜ୍ୟ ବିଜେପି ନେତାଙ୍କ ଦଷ୍ଟି ଆକର୍ଷଣ କରାଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.