ETV Bharat / city

ରାମ ମନ୍ଦିର ଭୂମି ପୂଜନ: ତାରାତାରିଣୀ ପୀଠରୁ ଗଲା ମାଟି-ଜଳ

author img

By

Published : Aug 3, 2020, 5:45 AM IST

ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମାଆ ତାରା ତାରିଣୀଙ୍କ ପୀଠ ରତ୍ନଗିରି ପାହାଡରୁ ମାଟି ଓ ପବିତ୍ର ଋଷିକୁଲ୍ୟା ନଦୀର ଜଳ ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ପଠାଯାଇଛି ।

Land worship of the Ram temple: Soil and water sent from  Taratarini Pitha Ganjam
ରାମ ମନ୍ଦିର ଭୂମି ପୂଜନ: ତାରାତାରିଣୀ ପୀଠରୁ ଗଲା ମାଟି-ଜଳ

ବ୍ରହ୍ମପୁର: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମି ପୂଜନ ହେବ । ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଏହା ପୂର୍ବରୁ ଦେଶର ବିଭିନ୍ନ ସ୍ଥାନର ଶକ୍ତିପୀଠର ମାଟି ଓ ପବିତ୍ର ନଦୀରୁ ଜଳ ଅଯୋଧ୍ୟା ପଠାଯାଉଛି । ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମାଆ ତାରା ତାରିଣୀଙ୍କ ପୀଠ ରତ୍ନଗିରି ପାହାଡରୁ ମାଟି ଓ ପବିତ୍ର ଋଷିକୁଲ୍ୟା ନଦୀର ଜଳ ଅଯୋଧ୍ୟା ପଠାଯାଇଛି । ମନ୍ଦିର ସେବାୟତ ବାପୁଜୀ ରଣାଙ୍କ ସମେତ ଅନ୍ୟମାନେ ଏହି ମାଟି ଓ ଜଳ ଅଯୋଧ୍ୟା ପଠାଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.