ETV Bharat / city

ବହ୍ମପୁର ଗଳିକନ୍ଦିରେ ଗଡିଲା ରଥ

ବହ୍ମପୁର ସହରରେ ବିଭିନ୍ନ ସ୍ଥାନରେ ଶ୍ରୀଜୀଉଙ୍କ ରଥଯାତ୍ରା ପାଳିତ ହୋଇଛି । ଶ୍ରୀଜୀଉଙ୍କ ପହଣ୍ଡି ପରେ ରଥଟଣା ହୋଇଥିଲା । ସେପଟେ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

author img

By

Published : Jul 4, 2019, 9:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳାରେ ଆୟୋଜିତ ହୋଇଯାଇଛି ଘୋଷଯାତ୍ରା । ସହରର ଗୋଷାଣିନୁଆଗା ,କୋର୍ଟପେଟା,ସାନବଜାର ଓ ବଡବଜାର ,ପାଣିଟାଙ୍କି ଓ ଖୋଡାସିଙ୍ଗି ଭଳି ସ୍ଥାନରେ ରଥଯାତ୍ରା ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଅପରାହ୍ନ ସମୟରେ ପାରମ୍ପାରିକ ରୀତିନୀତିରେ ଶ୍ରୀଜୀଉଙ୍କୁ ପହଣ୍ଡି କରି ରଥକୁ ଅଣାଯିବା ପରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ । ସହରର କୋର୍ଟପେଟା ଜଗନ୍ନାଥ ମନ୍ଦିରର ତିନି ରଥ ମଧ୍ୟରୁ ପ୍ରଥମେ ବଳଭଦ୍ରଙ୍କ ରଥ ଟଣାହେବା ପରେ ମହିଳା ମାନେ ସୁଭଦ୍ରାଙ୍କ ରଥକୁ ଟାଣି ଥିଲେ । ଶେଷରେ ଜଗନ୍ନାଥଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା ।

ସେପଟେ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଆଜି ଶାବରଶ୍ରୀକ୍ଷେତ୍ର କୋରାପୁଟର ବଡ଼ଦାଣ୍ଡରେ ତିନୋଟି ରଥ ସହିତ ତାଳ ମିଳାଇ କୋରାପୁଟ ଅଂଚଳର ବିଭିନ୍ନ ଅଂଚଳରୁ ଆସିଥିବା ଆଦିବାସୀ ନୃତ୍ୟ ଓ କୀର୍ତ୍ତନ ଦଳ ଭକ୍ତଙ୍କ ମନ ମୋହିଥିଲା ।Body:ଏହି ଯାତ୍ରାରେ ଦୁରୁଆ ଓ ପରଜା ଭଳି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର କଳାକାରଙ୍କ ସହ ଆନ୍ଧ୍ରପ୍ରଦେଶ ରୁ ଆସିଥିବା ବାଘନାଚ ଏହି ଯାତ୍ରାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । Conclusion:.......
Byte : Ashok Shadangi , Local resident
........
ଶାନ୍ତାକାର
କୋରାପୁଟ
.......

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.