ETV Bharat / city

କାର୍ତ୍ତିକ ଚତୁର୍ଥ ସୋମବାର: ଗୋକର୍ଣ୍ଣେଶ୍ବରରେ ପୀଠରେ ଭକ୍ତଙ୍କ ଭିଡ - ବ୍ରହ୍ମପୁର ଲାଟେଷ୍ଟ ଆଧ୍ୟାତ୍ମିକ ନ୍ୟୁଜ୍‌

କାର୍ତ୍ତିକ ମାସର ଚତୁର୍ଥ ସୋମବାରରେ ସହରର ବିଭିନ୍ନ ଶୈବ ପୀଠରେ ଦେଖିବାକୁ ମିଳିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ । ଏନେଇ ମୁଖ୍ୟତଃ ସହରର ନୂଆ ବସଷ୍ଟାଣ୍ଡ ପାଖରେ ଥିବା ଗୋକର୍ଣ୍ଣେଶ୍ବର ପୀଠରେ ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ ଗହଳି ।

ଗୋକର୍ଣ୍ଣେଶ୍ବରରେ ପୀଠରେ ଲାଗିଛି ଭକ୍ତଙ୍କ ଭିଡ
author img

By

Published : Nov 4, 2019, 1:07 PM IST

ବ୍ରହ୍ମପୁର: କାର୍ତ୍ତିକ ମାସର ଚତୁର୍ଥ ସୋମବାରରେ ସହରର ବିଭିନ୍ନ ଶୈବ ପୀଠରେ ଦେଖିବାକୁ ମିଳିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ । ଏନେଇ ମୁଖ୍ୟତଃ ସହରର ନୂଆ ବସଷ୍ଟାଣ୍ଡ ପାଖରେ ଥିବା ଗୋକର୍ଣ୍ଣେଶ୍ବର ପୀଠରେ ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ ଗହଳି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଏଠାକୁ ଅନେକ ଭକ୍ତ ଆସି ମହାଦେବଙ୍କୁ ଦର୍ଶନ କରୁଥିବା ଦେଖାଯାଇଥିଲା ।

ଗୋକର୍ଣ୍ଣେଶ୍ବରରେ ପୀଠରେ ଲାଗିଛି ଭକ୍ତଙ୍କ ଭିଡ

ତେବେ ଚଳିତ ବର୍ଷ କାର୍ତ୍ତିକ ମାସରେ ପୀଠରେ ଭକ୍ତଙ୍କ ଭିଡକୁ ନଜରରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଛି । ଏଥିସହ ଭକ୍ତଙ୍କ ସୁବିଧାକୁ ନଜରରେ ରଖି ଅନ୍ୟ ବ୍ୟବସ୍ଥା ମାନ ଗ୍ରହଣ କରାଯାଇଛି । ତେବେ କିଭଳି ଚାଲିଛି ଗୋକର୍ଣ୍ଣେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା ତାହା ଭକ୍ତ ଓ ପୂଜକଙ୍କ ସିଧାସଳଖ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:କାର୍ତ୍ତିକ ମାସର ଚତୁର୍ଥ ସୋମବାର ଅବସରରେ ବ୍ରହ୍ମପୁର ସହର ସମେତ ଆଖପାଖରେ ରହିଥିବା ବିଭିନ୍ନ ଶୈବପୀଠ ରେ ଲାଗିରହିଛି ଭକ୍ତ ଙ୍କ ଭିଡ ।ସହରର ନୂତନ ବସଷ୍ଟାଣ୍ଡ ନିକଟସ୍ଥ ପ୍ରସିଦ୍ଧ ଗୋକର୍ଣ୍ଣେଶ୍ବର ପୀଠରେ ଏହି ଅବସରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଜମିଛି ।ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ମାନେ ଆସି ଏହି ଅବସରରେ ଏହି ପ୍ରମୁଖ ଶୈବ ପୀଠ ରେ ମହାଦେବଙ୍କୁ ଦର୍ଶନ କରୁଛନ୍ତି ।କାର୍ତ୍ତିକ ମାସରେ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ଏଠାରେ ଭକ୍ତଙ୍କ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଧାଡିରେ ଯାଇ ଦର୍ଶନ କରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି । କିଭଳି ଚାଲିଛି ଗୋକର୍ଣ୍ଣେଶ୍ବର ପୀଠରେ କାର୍ତ୍ତିକ ମାସର ସୋମବାର ଅବସରରେ ପୁଜାର୍ଚ୍ଚନା ସେ ନେଇ ମନ୍ଦିର ପରିସରରେ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା..

Body:walk through
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.