ETV Bharat / city

ରାଜ୍ୟପାଳଙ୍କ ଦିନିକିଆ ଗଞ୍ଜାମ ଗସ୍ତ - ଓଡିଶା ଏଣ୍ଡୋ କ୍ରାଇମ ସୋସାଇଟି

ରାଜ୍ୟପାଳଙ୍କ ଦିନିକିଆ ଗଞ୍ଜାମ ଗସ୍ତ। ଏମ୍. କେ.ସି.ଜି ମେଡିକାଲରେ ପହଞ୍ଚି ଓଡିଶା ଏଣ୍ଡୋ କ୍ରାଇମ ସୋସାଇଟିର ଅଷ୍ଟମ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଆଗକୁ ପଢନ୍ତୁ..

governor one day visit to ganjam
ରାଜ୍ୟପାଳଙ୍କ ଦିନିକିଆ ଗଞ୍ଜାମ ଗସ୍ତ
author img

By

Published : Dec 15, 2019, 7:45 AM IST

ବ୍ରହ୍ମପୁର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ । ରାଜ୍ୟପାଳ ପ୍ରଥମେ ଭୁବନେଶ୍ବରରୁ କାର ଯୋଗେ ବ୍ରହ୍ମପୁରରେ ପହଞ୍ଚି ଏମ୍. କେ.ସି.ଜି ମେଡିକାଲରେ ପହଞ୍ଚି ଓଡିଶା ଏଣ୍ଡୋ କ୍ରାଇମ ସୋସାଇଟିର ଅଷ୍ଟମ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଥିଲେ ।

ରାଜ୍ୟପାଳଙ୍କ ଦିନିକିଆ ଗଞ୍ଜାମ ଗସ୍ତ

ଏମ୍.କେ.ସି.ଜି ମେଡିକାଲର ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ରାଜ୍ୟପାଳ ସେଠାରୁ ସଦର ମହକୁମା ଛତ୍ରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗ ଦେବା ସହ ଉପସ୍ଥିତ ବିଦ୍ୟାର୍ଥୀ ଓ ଅଭିଭାବକଙ୍କୁ ସମ୍ବୋଧନ ଦେଇଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ,ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ଶିକ୍ଷା ବିକାଶ ସମିତି ରାଜ୍ୟ ସ°ପାଦକ ଡା ଲକ୍ଷ୍ମୀ କାନ୍ତ ମହାରଣା ,ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ରବିନ୍ଦ୍ରନାଥ ଦାଶଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଜନୀକାନ୍ତ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ କରିଥିଲେ ।

ଏହି ଅବସରରେ ସହରର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତ । ରାଜ୍ୟପାଳ ପ୍ରଥମେ ଭୁବନେଶ୍ୱର ରୁ କାର ଯୋଗେ ବ୍ରହ୍ମପୁର ରେ ପହଞ୍ଚି ଏମ୍. କେ.ସି.ଜି ମେଡିକାଲରେ ପହଞ୍ଚି ଓଡିଶା ଏଣ୍ଡୋ କ୍ରାଇମ ସୋସାଇଟିର ଅଷ୍ଟମ ବାର୍ଷିକ ସମ୍ମିଳନୀରେ ଯୋଗ ଦାନ କରିଥିଲେ ।ଏମ୍.କେ.ସି.ଜି ମେଡିକାଲର ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ରାଜ୍ୟପାଳ ସେଠାରୁ ସଦର ମହକୁମା ଛତ୍ରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରୈପ୍ୟ ଜୟନ୍ତୀ ଉତ୍ସବରେ ଯୋଗ ଦେବା ସହ ଉପସ୍ଥିତ ବିଦ୍ୟାର୍ଥୀ ଓ ଅଭିଭାବକ ଙ୍କୁ ମାର୍ଗଦର୍ଶନ କରିଥିଲେ ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ,ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ଶିକ୍ଷା ବିକାଶ ସମିତି ର ରାଜ୍ୟ ସ°ପାଦକ ଡା ଲକ୍ଷ୍ମୀ କାନ୍ତ ମହାରଣା ,ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ ଙ୍କ ସମେତ ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ରଜନୀକାନ୍ତ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ସହରର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କ ସମ୍ବର୍ଦ୍ଧିତ କରାଯିବା ସହ ବିଦ୍ୟାଳୟ ର ବିଦ୍ୟାର୍ଥୀ ଙ୍କୁ ପୁରସ୍କୃତ କରାଯାଇଥିଲା।
ବାଇଟ୍-ପ୍ରଫେସର ଗଣେଶୀ ଲାଲ(ରାଜ୍ୟପାଳ)

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.