ETV Bharat / city

ଗଞ୍ଜାମରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ବାଇଁ ଗୁରୁତର

କିଛିଦିନର ବ୍ୟବଧାନରେ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଧରିବା ପାଇଁ କରାଯାଇଛି ପୁଣି ଏକ ଏନକାଉଣ୍ଟର ହୋଇଛି ।

author img

By

Published : May 10, 2019, 7:13 AM IST

Updated : May 10, 2019, 11:51 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: କିଛିଦିନର ବ୍ୟବଧାନରେ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଧରିବା ପାଇଁ କରାଯାଇଛି ପୁଣି ଏକ ଏନକାଉଣ୍ଟର ହୋଇଛି। ଅପରାଧୀ ଓ ପୋଲିସ ମଧ୍ୟରେ ହୋଇଥିବା ଏହି ଗୁଳି ବିନିମୟରେ ଦୁର୍ଦ୍ଧାନ୍ତ ଅପରାଧୀ ମନୋଜ ସ୍ଵାଇଁ ଗୁରୁତର ଆହତ ହୋଇଥିବା ବେଳେ ତାକୁ ପ୍ରଥମେ ସ୍ଥାନୀୟ ସ୍ବାସ୍ଥକେନ୍ଦ୍ର ପରେ ବ୍ରହ୍ମପୁର ଏମ୍.କେ.ସି.ଜି ରେ ଭର୍ତ୍ତି କରାଯାଇଛି। ଆଜି ଭୋର ସାଢେ ୪ଟା ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ମନ୍ଦିର ରାସ୍ତାରେ ଏହି ଗୁଳି ବିନିମୟ ହୋଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ପୋଲିସ ଗୁଳିର ଅପରାଧୀ ମନୋଜ ସ୍ବାଇଁକୁ ଆହାତ ହୋଇଥିବା ବେଳେ ଘଟଣାସ୍ଥଳରୁ ତାର ଅନ୍ୟତମ ସହଯୋଗୀ ଫେରାର ହୋଇଯାଇଛି। ମନୋଜର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତା ପାଖରୁ ପୋଲିସ ଗୋଟିଏ ପଲସର ମୋଟର ସାଇକେଲ ସମେତ ଗୋଟିଏ ପିସ୍ତଲ, ଦୁଇଟି ଗୁଳି, ବାଇକ ଓ ଦୁଈଟି କ୍ୟାଟ୍ରିଜ,ଦୁଇଟି ବୋମା,ଗୋଟିଏ ଖୋକାକୁ ଜବତ କରାଯାଇଛି।

ଗତ କିଛି ମାସ ଧରି ଲଗାତର ଭାବରେ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଚାଲିଥିବା କ୍ଲିନ କ୍ରାଇମ ଅପରେସନରେ ଏହା ପୋଲିସ ର ୬୦ ତମ ଏନକାଉଣ୍ଟର ହୋଇଥିବା ବେଳେ ମନୋଜ ୬୫ ଜଣ ଅପରାଧୀ ଆହତ ହୋଇଛନ୍ତି । ଅପରପକ୍ଷେ ଏହି ଘଟଣାରେ ଖଲ୍ଲିକୋଟ ଥାନା ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ କନଷ୍ଟେବଳଙ୍କୁ ମିଶାଇ ମୋଟ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 10, 2019, 11:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.