ETV Bharat / city

ମୁଖ୍ୟ ରାସ୍ତାରେ ଗଞ୍ଜେଇ ଗଛ, ଫଟୋ ଭାଇରାଲ ପରେ କାଟିଲା ଅବକାରୀ ବିଭାଗ

author img

By

Published : Mar 9, 2020, 8:07 AM IST

Updated : Mar 9, 2020, 9:04 AM IST

ମୁଖ୍ୟ ରାସ୍ତାରେ ଲାଗିଥିଲା ଗଞ୍ଜେଇ ଗଛ । ଫଟୋ ଭାଇରାଲ ପରେ ଶେଷରେ କାଟିଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ...

berhampur
ମୁଖ୍ୟରାସ୍ତାରୁ ଗଞ୍ଜେଇ ଗଛ କାଟିନେଲା ଅବକାରୀ ବିଭାଗ

ବ୍ରହ୍ମପୁର: ଦୀର୍ଘ ଦିନ ପରେ ନିଦରୁ ଉଠିଲା ଅବକାରୀ ବିଭାଗ । ବର୍ଷ ବର୍ଷ ଧରି ସହରର ଜନଗହଳିପୂର୍ଣ୍ଣ ମୁଖ୍ୟରାସ୍ତାର ଡିଭାଇଡର ଉପରେ ଏବଂ ବିଡିଏର ସୁରକ୍ଷିତ ଜାଲି ମଧ୍ୟରେ ରହିଥିବା ଗଞ୍ଜେଇ ଗଛକୁ ରବିବାର କାଟିଦେଇଛି ବ୍ରହ୍ମପୁର ଅବକାରୀ ବିଭାଗ ।

ମୁଖ୍ୟ ରାସ୍ତାରେ ଗଞ୍ଜେଇ ଗଛ

ତେବେ ସହରର ମୁଖ୍ୟ ଟ୍ରେକର ଓ ମହିନ୍ଦ୍ରା ଷ୍ଟାଣ୍ଟ ପରିସରରେ ନିୟମିତ ଭାବେ ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ଯାତାୟତ କରିଆସୁଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନଥିବା ବେଳେ ଶେଷରେ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ କାଟିଛି ବ୍ରହ୍ମପୁର ଅବକାରୀ ବିଭାଗ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Mar 9, 2020, 9:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.