ETV Bharat / city

ବ୍ରହ୍ମପୁରରେ ସର୍ବସାଧାରଣ ସ୍ଥାନରେ ପିଇ ପାରିବେନି ମଦ, ଲାଗିଲା କଟକଣା - ବ୍ରହ୍ମପୁରରେ ଯୋରଦାର ଡ୍ରିଙ୍କ ଏଣ୍ଡ ଡ୍ରାଇଭ୍ ଟେଷ୍ଟ

ବ୍ରହ୍ମପୁରରେ ଯୋରଦାର ଚାଲିଛି ଡ୍ରିଙ୍କ ଏଣ୍ଡ ଡ୍ରାଇଭ୍ । ଆଉ ପିଇ ପାରିବେନି ସର୍ବସାଧାରଣ ସ୍ଥାନରେ ମଦ । ଲାଗିଲା ଜୋରସୋରରେ କଟକଣା । ଅଧିକ ପଢ଼ନ୍ତୁ

ବ୍ରହ୍ମପୁରରେ ଯୋରଦାର ଚାଲିଛି ଡ୍ରିଙ୍କ ଏଣ୍ଡ ଡ୍ରାଇଭ୍ ଟେଷ୍ଟ

author img

By

Published : Jun 2, 2022, 8:29 AM IST

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଯୋରଦାର ଚାଲିଛି ଡ୍ରିଙ୍କ ଏଣ୍ଡ ଡ୍ରାଇଭ୍ କାର୍ଯ୍ୟାନୁଷ୍ଠାନ । ଗତ ଏକ ମାସ ମଧ୍ୟରେ ବ୍ରହ୍ମପୁର ପୋଲିସ ପକ୍ଷରୁ ସହରର ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟ ପାନ କରି ଗାଡି ଚଲାଇବା ଅଭିଯୋଗରେ ୫୪ ଗୋଟି ମାମଲା ରୁଜ ହୋଇଥିବା ବେଳେ ଏଥିରେ ୩୭ ଗୋଟି ଗାଡି ଜବତ କରାଯାଇଛି । ମୋଟ ୫୪ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏପରିକି ବ୍ରହ୍ମପୁର ପୋଲିସ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ମଦ ପିଇବା ଉପରେ କରାଯାଇଛି କଟକଣା । ବ୍ରହ୍ମପୁର ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଦ ପିଇବା ଉପରେ କଟକଣା ରହିଥିବା ସମ୍ପର୍କିତ ବ୍ୟାନର ମରାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.