ETV Bharat / city

'ଫନି' ଧୋଇନେଲା ଚିଲିକାବାସୀଙ୍କ କୌଳିକ ବୃତ୍ତି - facing

ଫନି ଦେଇଗଲା ପରିଣତ ବୟସରେ ଆଖିରେ ଲୁହ । ଖାଦ୍ୟ ଓ ରହିବା ପାଇଁ ଚିଲିକାରେ ଲୋକ କରୁଛନ୍ତି ସଂଙ୍ଘର୍ଷ । ପୂର୍ବରୁ ଫାଇଲିନ ଏବେ ଫନି ଏଠାକାର ଜନସାଧାରଣଙ୍କ ରହିବାକୁ ମୁସ୍କିଲ କରିଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : May 5, 2019, 5:50 PM IST

ବ୍ରହ୍ମପୁର: ଫନି ଦେଇଗଲା ପରିଣତ ବୟସରେ ଆଖିରେ ଲୁହ । ଖାଦ୍ୟ ଓ ରହିବା ପାଇଁ ଚିଲିକାରେ ଲୋକ କରୁଛନ୍ତି ସଂଙ୍ଘର୍ଷ । ପୂର୍ବରୁ ଫାଇଲିନ ଏବେ ଫନି ଏଠାକାର ଜନସାଧାରଣଙ୍କ ରହିବାକୁ ମୁସ୍କିଲ କରିଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସେ ଦିନର ଦୃଶ୍ୟ ଥିଲା ବଡ ଭୟଙ୍କର । ସେ ରାତିରେ ଝଡ ପବନର ପ୍ରଳାପ ଏବେ ବି ମନେପଡୁଛି । ପିଲା ଛୁଆଙ୍କୁ ଧରି ପ୍ରାଣ ବଞ୍ଚେଇବା ପାଇଁ ଏଣେ ତେଣେ ଧାଇଁଥିଲୁ । କାରଣ ଘରେ ରହିଲେ କିମ୍ବା ବାହାରକୁ ଗଲେ ମଧ୍ୟ ମୃତ୍ୟୁ ନିଶ୍ଚିତ ଥିଲା । ବାତ୍ୟା ପୂର୍ବରୁ ଆମକୁ କୌଣସି ସୂଚନା ନଥିଲା ।

ବର୍ତ୍ତମାନ ଫନି ଛାଡିଯାଇଛି କିନ୍ତୁ କୌଣସି ସରକାରୀ ଅଧିକାରୀଙ୍କ ଦେଖାନାହିଁ । ଏହାସହ କୌଳିକ ବୃତ୍ତି ଆଜି ସବୁ ଧୂଳିସାତ ହୋଇଯାଇଥିବା କହିଛନ୍ତି ଜଣେ ପ୍ରଭାବିତ ଚିଲିକା ବାସୀ । ରଣରେ ଡଙ୍ଗାକରି ପରିବାର ପେଟ ପୋଷୁଥିବା ଲୋକଙ୍କ ମୁଣ୍ଡରେ ଚଡକ ପଡିଛି । ଭୋକ ଉପାସରେ ଡହଳ ବିକଳ ହେଉଥିବା ଜନସାଧାରଣଙ୍କ ପାଖେ ଏବେ ସୁଦ୍ଧା କେହି ନେତାମନ୍ତ୍ରୀ ଦେଖା ନାହିଁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

:

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.