ETV Bharat / city

ଗଞ୍ଜାମରେ ଆସୁଛି ସୁଧାର: ବୃଦ୍ଧି ପାଇଛି କୋରୋନା ଟେଷ୍ଟ, କମୁଛନ୍ତି ଆକ୍ରାନ୍ତ

author img

By

Published : Aug 26, 2020, 7:45 AM IST

କୋରୋନା ରୂପକ ମହାମାରୀକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଜିଲ୍ଲାରେ ବୃଦ୍ଧି ପାଉଛି କୋଭିଡ୍ ଟେଷ୍ଟ । ଯାହାଫଳରେ ପୂର୍ବ ଅପେକ୍ଷା କୋଭିଡ୍ ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

ଗଞ୍ଜାମରେ ଆସୁଛି ସୁଧାର: ବୃଦ୍ଧି ପାଇଛି କୋରୋନା ଟେଷ୍ଟ, କମୁଛନ୍ତି ଆକ୍ରାନ୍ତ
ଗଞ୍ଜାମରେ ଆସୁଛି ସୁଧାର: ବୃଦ୍ଧି ପାଇଛି କୋରୋନା ଟେଷ୍ଟ, କମୁଛନ୍ତି ଆକ୍ରାନ୍ତ

ବ୍ରହ୍ମପୁର: କୋରୋନା ରୂପକ ମହାମାରୀକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଜିଲ୍ଲାରେ ବୃଦ୍ଧି ପାଉଛି କୋଭିଡ୍ ଟେଷ୍ଟ । ଗତ 10 ଦିନ ଧରି ଜିଲ୍ଲାରେ କୋଭିଡ୍ ଟେଷ୍ଟ ବୃଦ୍ଧି ପାଉଥିବା ଦେଖାଯାଇଛି । ଏହି ଦଶ ଦିନ ମଧ୍ୟରେ ୨୪ ତାରିଖରେ ସର୍ବାଧିକ ୯୯୪୧ ଜଣ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨୧୨ ଜଣ ପଜେଟିଭ୍ ଚିହ୍ନଟ କରାଯାଇଛି ।

ସେହିପରି ୧୫ ତାରିଖରେ ୬୫୧୮ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩୧୮ ଜଣ ପଜେଟିଭ୍ ଚିହ୍ନଟ ହୋଇଥିଲେ । ୧୬ ତାରିଖରେ ୫୧୨୮ ଜଣଙ୍କ ,୧୭ ତାରିଖରେ ୫୩୪୨ ଜଣଙ୍କ ,୧୮ ତାରିଖରେ ୭୯୦୭ ,୧୯ ତାରିଖରେ ୯୦୫୦ ଜଣଙ୍କ ,୨୦ ତାରିଖରେ ୮୦୭୩ ଜଣଙ୍କ ,୨୧ ତାରିଖରେ ୯୧୩୬ ଜଣଙ୍କ ଟେଷ୍ଟ କରାଯାଇଥିଲା।

ସେହିପରି ୨୨ ତାରିଖରେ ୮୫୬୫ ଜଣଙ୍କ ଏବଂ ୨୩ ତାରିଖରେ ୮୦୧୨ ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ଜିଲ୍ଲାରେ କୋଭିଡ ଟେଷ୍ଟ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାରେ ନୂତନ ପଜେଟିଭଙ୍କ ସଂଖ୍ୟା କମୁଥିବା ଦେଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.