ETV Bharat / city

କଷ୍ଟରେ ଛଟପଟ କୋରୋନା ରୋଗୀଙ୍କ ଅଡିଓ ଭାଇରାଲ... - ଅଡିଓ ବାର୍ତ୍ତା

କୋରୋନା ରୋଗୀଙ୍କୁ କେମିତି ଚିକିତ୍ସା କରାଯାଉଛି ସେ ନେଇ ଏକ ଅଡିଓ ଏବେ ଇଟିଭି ଭାରତ ହାତରେ ଲାଗିଛି। ଅଧିକ ପଢନ୍ତୁ...

କଷ୍ଟରେ ଛଟପଟ କୋରୋନା ରୋଗୀଙ୍କ ଅଡିଓ ବାର୍ତ୍ତା...

author img

By

Published : Jul 16, 2020, 2:44 PM IST

ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ସହରରେ ହୁ ହୁ ହୋଇ ସଂକ୍ରମଣ ବଢାଇବାରେ ଲାଗିଛି କୋରୋନା । ଏଭଳି ସମୟରେ ବ୍ୟାପକ ସଚେତନତା ଅବଲମ୍ବନ ମଧ୍ୟ କରାଯାଉଛି । ହେଲେ ଏମିତି ଏକ ଅଡିଓ ଏବେ ଇଟିଭି ଭାରତ ହାତରେ ଲାଗିଛି ଯାହା ଦର୍ଶାଉଛି, ଟାଟା କୋଭିଡ ସେଣ୍ଟରରେ କେମିତି କୋରୋନା ରୋଗୀଙ୍କୁ ଚିକିତ୍ସା କରାଯାଉଛି ।

କଷ୍ଟରେ ଛଟପଟ କୋରୋନା ରୋଗୀଙ୍କ ଅଡିଓ ବାର୍ତ୍ତା...

ରୋଗୀଙ୍କ କହିବା କଥା, ସେ ଟାଟା କୋଭିଡ଼ ସେଣ୍ଟର ICU ରେ ରହି ଚିକିତ୍ସିତ ହେଉଛନ୍ତି । ମାତ୍ର ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ବୋଲି କହୁଛନ୍ତି ରୋଗୀ ଜଣଙ୍କ । କିଛି ସୁବିଧା ମିଳୁନଥିବା ବେଳେ ମେଡିକାଲ କିଟ୍ ମଧ୍ୟ ଏକ୍ସପାଏରୀ ହୋଇଯାଇଥିବା ଅଭିଯୋଗ କରିଛନ୍ତି ରୋଗୀ ଜଣଙ୍କ ।

ମୃତ୍ୟୁ ସହ ସଂଗ୍ରାମ କରୁଥିବା ରୋଗୀ ଏକ୍ଷେତ୍ରରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡିଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.