ETV Bharat / city

ପୁଣି ଚିଟଫଣ୍ଡ ଠକେଇ ଅଭିଯୋଗ: କୋଟିକୋଟି ଟଙ୍କା ହେରଫେର - ଲକ୍ଷ ଲକ୍ଷ ଟଙ୍କା ଠକି

ଗଞ୍ଜାମର ପାତ୍ରପୁର ଅଞ୍ଚଳରେ ତୁମ୍ବା ଭଳି ଆଦିବାସୀ ଅଞ୍ଚଳରୁ ଶହ ଶହ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି ବିନୋଦିନୀ ପ୍ରୋଜେକ୍ଟ ଲିମିଟେଡ଼ ଚିଟଫଣ୍ଡ ସଂସ୍ଥା।

ପୁଣି ଚିଟଫଣ୍ଡ ଠକେଇ ଅଭିଯୋଗ: କୋଟିକୋଟି ଟଙ୍କା ହରଣଚାଲ
author img

By

Published : Nov 5, 2019, 9:16 PM IST

ବ୍ରହ୍ମପୁର: ସହରରେ ଚିଟଫଣ୍ଡ ଠକେଇ ମାମଲା । ଆଦିବାସୀ ଲୋକଙ୍କୁ ଖୁଆଁ ବୁଲାଇ ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା। ପାଞ୍ଚବର୍ଷରେ ଜମାକାରୀଙ୍କ ଅର୍ଥ ଦୁଇ ଗୁଣ ଏବଂ ଆଠ ବର୍ଷରେ ତିନି ଗୁଣ ହେବାର ପ୍ରତିଶ୍ରୃତି ଦେଇ ଗଞ୍ଜାମର ପାତ୍ରପୁର ଅଞ୍ଚଳରେ ତୁମ୍ବା ଭଳି ଆଦିବାସୀ ଅଞ୍ଚଳରୁ ଶହ ଶହ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି ବିନୋଦିନୀ ପ୍ରୋଜେକ୍ଟ ଲିମିଟେଡ଼ ଚିଟଫଣ୍ଡ ସଂସ୍ଥା।

ଅନେକ କଷ୍ଟରେ ଅର୍ଥ ଉପାର୍ଜନ କରିଥିବା ଆଦିବାସୀ ଅଞ୍ଚଳର ଲୋକେ ଠକେଇର ଶିକାର ହୋଇଥିବା ବେଳେ ଶେଷରେ ବାଧ୍ୟ ହୋଇ ମଙ୍ଗଳବାର ତୁମ୍ବା ଅଞ୍ଚଳର ଜମାକାରୀ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଏସ୍ଡିପିଓଙ୍କୁ ଗୁହାରୀ କରିଥିଲେ ଜମାକାରୀ । ଏନେଇ ଆମ ବ୍ରହ୍ମପୁର ପ୍ରତିନିଧି ଜମାକାରୀ ଏବଂ ଏଜେଣ୍ଟଙ୍କ ସହ ଆଲୋଚନା କରିଛନ୍ତି।

ପୁଣି ଚିଟଫଣ୍ଡ ଠକେଇ ଅଭିଯୋଗ: କୋଟିକୋଟି ଟଙ୍କା ହରଣଚାଲ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ପାଞ୍ଚ ବର୍ଷରେ ଜମାକାରୀ ଙ୍କ ଅର୍ଥ ଦୁଇ ଗୁଣ ଏବଂ ଆଠ ବର୍ଷରେ ତିନି ଗୁଣ ହେବ ବୋଲି ପ୍ରତିଶ୍ରୁତି ଦେଇ ଗଞ୍ଜାମ ଜିଲ୍ଲାର ପାତ୍ରପୁର ଅଞ୍ଚଳରେ ତୁମ୍ବା ଭଳି ଆଦିବାସୀ ବହୁଳ ଅଞ୍ଚଳର ଶହ ଶହ ଜମାକାରୀ ଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ବିନୋଦିନୀ ପ୍ରୋଜେକ୍ଟ ଲିମିଟେଡ଼ ଚିଟଫଣ୍ଡ ସ°ସ୍ଥା ।ଏହି କମ୍ପାନୀ ୨୦୧୪ ମସିହାରେ ବିନୋଦିନୀ ଚିଟଫଣ୍ଡ ହୋଇଥିବା ବେଳେ ବ୍ରହ୍ମପୁର ସହରର ଅଯୋଧ୍ୟାନଗରରେ ଏହାର କାର୍ଯ୍ୟାଳୟ ରହିଥିବା ବେଳେ ସାଧାରଣ ଜନତାଙ୍କ ଠାରୁ ଠକି ନେଇଥିବା କହିଛନ୍ତି ଜମାକାରୀ । ମୁଖ୍ୟତଃ ବହୁ କଷ୍ଟରେ ଅର୍ଥ ଉପାର୍ଜନ କରିଥିବା ଆଦିବାସୀ ଅଞ୍ଚଳର ବ୍ୟକ୍ତି ବିଶେଷ ଏହି ଠକେଇର ଶିକାର ହୋଇଥିବା ବେଳେ ଶେଷରେ ବାଧ୍ୟ ହୋଇ ମଙ୍ଗଳବାର ତୁମ୍ବା ଅଞ୍ଚଳର ଜମାକାରୀ ମାନେ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ସମୁଖରେ ଜମାକାରୀ ମାନେ ଗୁହାରୀ କରିଛନ୍ତି । ପରେ ସ୍ଥାନୀୟ ଏସ୍.ଡି.ପି.ଓ ଙ୍କୁ ଗୁହାରୀ କରିଥିଲେ ।ବ୍ରହ୍ମପୁର କୁ ଆସିଥିବା ଜମାକାରୀ ଏବଂ ଏଜେଣ୍ଟ ଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ...

Body:walk through
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.