ETV Bharat / city

ଛାତ୍ରଛାତ୍ରୀଙ୍କୁ ଘାରିଛି ପରୀକ୍ଷା ଡର ! ପୂର୍ବ ଅନୁସାରେ ପାସ୍‌ କର - ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକିପତ୍ର ପ୍ରଦାନ

ଫାର୍ମାସିର ୨ୟ, ୪ର୍ଥ, ୬ଷ୍ଠ ସେମିଷ୍ଟାର ପରୀକ୍ଷା ନ କରାଯାଇ ପୂର୍ବ ପରୀକ୍ଷାର ମାର୍କକୁ ନେଇ ଚୂଡାନ୍ତ କରାଯାଉ ବୋଲି ଦାବି କରିଛନ୍ତି ଅଲ୍ ଓଡିଶା ବିପିୟୁଟି ଫାର୍ମାସୀ ଛାତ୍ର ସଙ୍ଘ ।

all-odisha-bput-pharmaceutical-students-union-presented-a-memorandum-to-the-governor
ଅଲ୍ ଓଡିଶା ବିପିୟୁଟି ଫାର୍ମାସୀ ଛାତ୍ର ସଂଙ୍ଘ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକିପତ୍ର ପ୍ରଦାନ
author img

By

Published : Jun 6, 2020, 7:00 AM IST

ବ୍ରହ୍ମପୁର: ବର୍ତ୍ତମାନର କୋରୋନା ସ୍ଥିତି ସମୟରେ ଛାତ୍ରଛାତ୍ରୀମାନେ ଯୁଗ୍ମ ସେମିଷ୍ଟାର ପରୀକ୍ଷାର ଧାର୍ଯ୍ୟ ହୋଇପାରୁ ନଥିବା ବେଳେ ଏହି ପରିସ୍ଥିତିରେ ଶ୍ରେଣୀ ଗୃହରେ ବସି ପରୀକ୍ଷା ଦେବା ସମ୍ଭବପର ନ ଥିବାରୁ ଏହି ପରିପ୍ରେକ୍ଷୀରେ ପରୀକ୍ଷା ବାତିଲ କରାଯାଉ ନଚେତ ଅନଲାଇନରେ ପରୀକ୍ଷାର ବନ୍ଦୋବସ୍ତ କରାଯାଉ ବୋଲି ଦାବି କରାଯାଇଛି ।

all-odisha-bput-pharmaceutical-students-union-presented-a-memorandum-to-the-governor
ଅଲ୍ ଓଡିଶା ବିପିୟୁଟି ଫାର୍ମାସୀ ଛାତ୍ର ସଂଙ୍ଘ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକିପତ୍ର ପ୍ରଦାନ

ଫାର୍ମାସିର ୨ୟ, ୪ର୍ଥ, ୬ଷ୍ଠ ସେମିଷ୍ଟାର ପରୀକ୍ଷା ନ କରାଯାଇ ପୂର୍ବ ପରୀକ୍ଷାର ମାର୍କକୁ ନେଇ ଚୁଡାନ୍ତ କରାଯାଉ ବୋଲି ଦାବି କରିଛନ୍ତି ଅଲ୍ ଓଡିଶା ବିପିୟୁଟି ଫାର୍ମାସୀ ଛାତ୍ର ସଙ୍ଘ । ନଚେତ୍‌ ଅନଲାଇନରେ ପରୀକ୍ଷାର ବନ୍ଦୋବସ୍ତ କରାଯାଉ ବୋଲି ଦାବି କରିଛି ସଙ୍ଘ ।

ସଙ୍ଘ ପକ୍ଷରୁ ଏନେଇ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଏ ନେଇ ଦୃଷ୍ଟି ଦିଆଯିବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସଙ୍ଗଠନର ଗଭର୍ଣ୍ଣିଂବଡି ମେମ୍ବର ଅମିତ୍ କୁମାର ତ୍ରିପାଠୀ, ପ୍ରଭୁ ପ୍ରସାଦ ମିଶ୍ରଙ୍କ ସମେତ ସଭାପତି ତାରିଣୀ ଚରଣ ତ୍ରିପାଠୀ ଏବଂ ଅନ୍ୟନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.