ETV Bharat / city

ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ବୟ କମିଟି ପକ୍ଷରୁ ବ୍ରହ୍ମପୁରରେ ପ୍ରତିବାଦ - All India Kisan Committee Protest

ଦେଶ ବ୍ୟାପି ପ୍ରତିବାଦ କରାଯିବା ପାଇଁ ଦିଆଯାଇଥିବା ଆହ୍ବାନକୁ ସମର୍ଥନ ଜଣାଇ ସହରର କୋର୍ଟପେଟା ଛକ ନିକଟସ୍ଥ ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦରେ ଆୟୋଜନ ହୋଇଥିଲା । ଅଧିକ ପଢ଼ନ୍ତୁ...

all-india-kisan-committee-protest-in-berhampur
ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ବୟ କମିଟି ପକ୍ଷରୁ ବ୍ରହ୍ମପୁରରେ ପ୍ରତିବାଦ
author img

By

Published : May 27, 2020, 10:03 PM IST

ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ବୟ କମିଟି ପକ୍ଷରୁ ବ୍ରହ୍ମପୁରରେ ପ୍ରତିବାଦ କରାଯାଇଛି । ଦେଶ ବ୍ୟାପି ପ୍ରତିବାଦ କରାଯିବା ପାଇଁ ଦିଆଯାଇଥିବା ଆହ୍ବାନକୁ ସମର୍ଥନ ଜଣାଇ ସହରର କୋର୍ଟପେଟା ଛକ ନିକଟସ୍ଥ ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦରେ ଆୟୋଜନ ହୋଇଥିଲା ।

ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ବୟ କମିଟି ପକ୍ଷରୁ ବ୍ରହ୍ମପୁରରେ ପ୍ରତିବାଦ

ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ମାଗଣାରେ ଟ୍ରେନ ବସ୍ ଯୋଗେ ନିଜ ରାଜ୍ୟକୁ ଫେରାଇ ଆଣିବାର ବ୍ୟବସ୍ଥା କରିବା, କୃଷକମାନଙ୍କୁ ରଣରୁ ମୁକ୍ତିକର ଓ ନୂତନ ସୁଧ ମୁକ୍ତି ରଣ ପ୍ରଦାନ କରିବା, ବିହନ, ସାର, କିଟନାଶକରେ ୫୦ ପ୍ରତିଶତ ରିହାତି ପ୍ରଦାନ କରିବା, ପିଏମ୍ କିଷାନ ବାର୍ଷିକ ସହାୟତା ରାଶି ୧୮ ହଜାର ଟଙ୍କାକୁ ବୃଦ୍ଧି କରିବା ଭଳି ଦାବି ନେଇ ମିଳିତ କମିଟି ବିକ୍ଷୋଭ କରିଥିଲା । ପରେ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଆରଡିସିଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.