ETV Bharat / city

ଗଞ୍ଜାମରେ କୋଭିଡ ଚିକିତ୍ସାରେ ସୁସ୍ଥ ହାର ୯୪ .୨୮ ପ୍ରତିଶତ - ଗଞ୍ଜାମ

କୋଭିଡ-୧୯ କୁ ନେଇ ଚିନ୍ତାରେ ରହିଥିବା ଗଞ୍ଜାମ ଜିଲ୍ଲାରେ କୋଭିଡ ଚିକିତ୍ସାରେ ସୁସ୍ଥ ହାର ୯୪ .୨୮ ପ୍ରତିଶତ ବୋଲି କୁହାଯାଇଛି । ଅଧିକ ପଢନ୍ତୁ..

ଗଞ୍ଜାମରେ କୋଭିଡ ଚିକିତ୍ସାରେ ସୁସ୍ଥ ହାର ୯୪ .୨୮ ପ୍ରତିଶତ

author img

By

Published : Sep 8, 2020, 1:00 AM IST

ବ୍ରହ୍ମପୁର: କୋଭିଡ-୧୯ କୁ ନେଇ ଚିନ୍ତାରେ ରହିଥିବା ଗଞ୍ଜାମ ଜିଲ୍ଲାରେ କୋଭିଡ ଚିକିତ୍ସାରେ ସୁସ୍ଥ ହାର ୯୪ .୨୮ ପ୍ରତିଶତ ବୋଲି କୁହାଯାଇଛି । ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରଶାସନ ପକ୍ଷରୁ ଜିଲ୍ଲାରେ କୋରାନା ସଂଙ୍କ୍ରମଣକୁ ରୋକିବା ପାଇଁ ଯେଉଁଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଗଲା ତାହାକୁ ନେଇ ଜିଲ୍ଲାରେ ନୂତନ ସଂଙ୍କ୍ରମଣ ବହୁ ମାତ୍ରାରେ କମିଥିବା ବେଳେ ଜିଲ୍ଲାରେ ନୂତନ ପଜେଟିଭ୍ ଙ୍କ ସଂଖ୍ୟା ସୋମବାର ୯୧ ପ୍ରତିଶତ ରହିଥିବା ବେଳେ ୧୫୪ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

ଗଞ୍ଜାମରେ କୋଭିଡ ଚିକିତ୍ସାରେ ସୁସ୍ଥ ହାର ୯୪ .୨୮ ପ୍ରତିଶତ
ଗଞ୍ଜାମରେ କୋଭିଡ ଚିକିତ୍ସାରେ ସୁସ୍ଥ ହାର ୯୪ .୨୮ ପ୍ରତିଶତ

ଜିଲ୍ଲାରେ ନୂତନ ପଜେଟିଭ୍ ଙ୍କୁ ମିଶାଯାଇ ମୋଟ ୧୮ହଜାର ୭୪୩ ସଂଖ୍ୟା ପହଞ୍ଚିଥିବା ବେଳେ ସେଥିରୁ ଆକ୍ଟିଭ୍ ମାମଲା ରହିଛି ୮୬୭ । ଏପରିକି ଅଦ୍ୟାବଧି ୧୭୬୬୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ସୁସ୍ଥ ହାର ୯୪ .୨୮ ପ୍ରତିଶତ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ଅଦ୍ୟାବଧି ସରକାରୀ ଭାବରେ ୨୦୪ ଜଣ ଙ୍କ କୋଭିଡ-୧୯ ରେ ମୃତ୍ୟୁ ଘଟିଥିବା ବେଳେ ଏହାର ହାର ୧.୦୯ ପ୍ରତିଶତ ବୋଲି କୁହାଯାଇଛି ।

ସେହିକ୍ରମରେ ବ୍ରହ୍ମପୁର ମହାନଗର ନିଗମରେ ଆଜି ୧୬ ଜଣ ନୂତନ ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଇତିମଧ୍ୟରେ ସହରର ୩୩୭୦ ଜଣ କୋରୋନା ରେ ସଂଙ୍କ୍ରମିତ ହୋଇଥିବା ବେଳେ ୩୧୩୦ ଜଣ ସୁସ୍ଥ ହୋଇଥିବାରୁ ସହରରେ ସୁସ୍ଥ ହାର ୯୨.୮୮ ପ୍ରତିଶତ ରହିଥିବା ବେଳେ ଆକ୍ଟିଭ୍ ମାମଲା ୧୭୭ ଅର୍ଥାତ୍ ୫.୨୫ ପ୍ରତିଶତ ରହିଛି । ଇତିମଧ୍ୟରେ ବ୍ରହ୍ମପୁର ସହରର ୬୩ ଜଣ ବ୍ୟକ୍ତିବିଶେଷ କୋଭିଡ୍-୧୯ ରେ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁହାର ୧.୮୭ ପ୍ରତିଶତ ବୋଲି କୁହାଯାଇଛି ।

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.