ETV Bharat / city

Similipal Reopen: ପାଗ ପରିବର୍ତ୍ତନ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଅଭୟାରଣ୍ୟ - Mayurbhanja News

ପାଞ୍ଚ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଅଭୟାରଣ୍ୟରେ ବିଭିନ୍ନ ଜଳପ୍ରପାତ ସହିତ ଅତି ନିକଟରୁ ବନ୍ୟଜନ୍ତୁଙ୍କ ଦୃଶ୍ୟ ଦେଖି ଉପଭୋଗ କରିଥାନ୍ତି ପର୍ଯ୍ୟଟକ। ଅଧିକ ପଢନ୍ତୁ

SimilipalReopen
SimilipalReopen
author img

By

Published : Jan 17, 2022, 4:37 PM IST

ବାରିପଦା/ରାଇରଙ୍ଗପୁର: ପାଞ୍ଚ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ (Similipal National Park reopen) । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଶିମିଳିପାଳ। ଅଭୟାରଣ୍ୟରେ ବିଭିନ୍ନ ଜଳପ୍ରପାତ ସହିତ ଅତି ନିକଟରୁ ବନ୍ୟଜନ୍ତୁଙ୍କ ଦୃଶ୍ୟ ଦେଖି ଉପଭୋଗ କରିଥାନ୍ତି ପର୍ଯ୍ୟଟକ।

ତେବେ ପ୍ରବଳ କୁହୁଡି ଏବଂ ବର୍ଷାକୁ ଆଖି ଆଗରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ଗତ ୧୨ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ପାଇଁ ବନ୍ଦ ରଖାଯାଇଥିଲା। ପାଗ ଶୁଖିଲା ହେଲା ପରେ ପାଞ୍ଚ ଦିନ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି ଶିମିଳିପାଳ ଅଭୟାରଣ୍ୟ।

ପର୍ଯ୍ୟଟକ ମାନେ ଆଜିଠୁ ଜିଲ୍ଲାର ଯଶିପୁର ଓ ପିଠାବଟା ଗେଟ ଦେଇ ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରୁଛନ୍ତି । ଏନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.