ETV Bharat / city

ଶନି ମନ୍ଦିରରୁ ଅଳଙ୍କାର ଓ ମୁକୁଟ ଲୁଟିନେଲେ ଦୁର୍ବୃତ୍ତ - sani temple ornaments theft by unknown people

ଶନି ମନ୍ଦିର ଚାବି ଭାଙ୍ଗି ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଦକ୍ଷିଣ ନରସିଂହପୁର ପଞ୍ଚାୟତ ଖଡିପଦା ଗ୍ରାମରେ ଥିବା ଶନି ମନ୍ଦିରରେ ଠାକୁର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଶନି ମନ୍ଦିରରୁ ଅଳଙ୍କାର ଓ ମୁକୁଟ ଲୁଟିନେଲେ ଦୁର୍ବୃତ୍ତ

author img

By

Published : Feb 25, 2021, 11:53 AM IST

ବାଲେଶ୍ଵର: ଶନି ମନ୍ଦିର ଚାବି ଭାଙ୍ଗି ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଦକ୍ଷିଣ ନରସିଂହପୁର ପଞ୍ଚାୟତ ଖଡିପଦା ଗ୍ରାମରେ ଥିବା ଶନି ମନ୍ଦିରରେ ଠାକୁର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଠାକୁରଙ୍କର କେଜିଏରୁ ଉର୍ଦ୍ଧ୍ବ ରୁପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ଶନି ମନ୍ଦିରରୁ ଅଳଙ୍କାର ଓ ମୁକୁଟ ଲୁଟିନେଲେ ଦୁର୍ବୃତ୍ତ
ଶନି ମନ୍ଦିରରୁ ଅଳଙ୍କାର ଓ ମୁକୁଟ ଲୁଟିନେଲେ ଦୁର୍ବୃତ୍ତ

ସକାଳେ ମନ୍ଦିର ପୂଜକ ମନ୍ଦିରରେ ପହଞ୍ଚି ଦେଖିଥିଲେ ଯେ ଚାବି ଭଙ୍ଗା ଯାଇଥିବା ସହ ମୁକୁଟ ଓ ଅଳଙ୍କାର ନେଇ ଠାକୁରଙ୍କ ମୂର୍ତ୍ତି ମୁହଁକୁ ପଛକୁ ବୁଲାଇ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ନୀଳଗିରି ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.