ETV Bharat / city

ଦୁଷ୍କର୍ମକାରୀକୁ 20 ବର୍ଷ ଜେଲ

author img

By

Published : Dec 16, 2019, 8:26 PM IST

ବାଲେଶ୍ବର ନାବାଳିକା ଦୁଷ୍କର୍ମ ଘଟଣା। ଅଭିଯୁକ୍ତକୁ 20ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ ସ୍ବତନ୍ତ୍ର ଜଜ୍‌।

_rape accused gets 20 years jail
ବାଲେଶ୍ବର ଦୁଷ୍କର୍ମକାରୀଙ୍କୁ 20 ବର୍ଷ ଜେଲ

ବାଲେଶ୍ବର: ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ 20ବର୍ଷ ଜେଲ ଦଣ୍ଡାଦେଶ। ରାୟ ଶୁଣାଇଲେ ବାଲେଶ୍ବର ପୋକ୍ସୋ ସ୍ବତନ୍ତ୍ର ଜଜ ଗିରିଜା ମହାପାତ୍ର। ଗତ ଜୁନ 6 ତାରିଖରେ ସୋର ଥାନା ଅଞ୍ଚଳରେ ଜଣେ ନାବାଳିକା ଶୌଚ ହେବାକୁ ଯାଇଥିବାବେଳେ ଦୁଷ୍କର୍ମର ଶିକାର ହୋଇଥିଲା। ଯାହାକୁ ନେଇ ପୀଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ। ଏ ଘଟଣାରେ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରି ଅଭିଯୁକ୍ତ ପ୍ରକାଶ ଜେନାକୁ 20 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବାଲେଶ୍ଵର ପୋକ୍ସୋ ସ୍ୱତନ୍ତ୍ର ଜଜ ଗିରିଜା ମହାପାତ୍ର ଅଭିଯୁକ୍ତଙ୍କୁ 20ବର୍ଷ ଜେଲ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି।
ଗତ 6।6।18 ରେ ସୋର ଥାନା ଅଧିନ ଚିତ୍ତୋଳ ଗ୍ରାମର ଜଣେ ନାବାଳିକା ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା। ଏହାକୁ ନେଇ ନାବାଳିକା ପରିବାର ଥାନାରେ ଦୁଷ୍କର୍ମକାରୀଙ୍କ ନାମରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରି ଅଭିଯୁକ୍ତ ପ୍ରକାଶ ଜେନାଙ୍କୁ 20 ବର୍ଷ ଜେଲ ଦଣ୍ଡ ହୋଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.