ETV Bharat / city

ଟୋଲ ଗେଟରେ ମଦ୍ୟପ ଡ୍ରାଇଭରଙ୍କ ଉପରେ ପୋଲିସର ନଜର

author img

By

Published : Sep 10, 2019, 2:42 AM IST

ବାଲେଶ୍ବରରେ ସେରଗଡ ଟୋଲ୍ ଗେଟରେ ମଦ୍ୟପ ଡ୍ରାଇଭରଙ୍କ ଉପରେ ନଜର ରଖିଛି ଖନ୍ତାପଡା ପୋଲିସ । ଗତ5 ତାରିଖରୁ ଲଗାତର ଭାବେ ଟ୍ରକ, ବସ୍‌ ଓ ଚାରି ଚକିଆ ଡ୍ରାଇଭରଙ୍କୁ ଚେକିଂ କରାଯାଉଛି ।

ଟୋଲ ଗେଟରେ ମଦ୍ୟପ ଡ୍ରାଇଭରଙ୍କ ଉପରେ ପୋଲିସର ନଜର

ବାଲେଶ୍ଵର: ମୋଟରଯାନ ଆଇନରେ ସଂଶୋଧନ ପରେ ଏଣିକି ଟ୍ରାଫିକ ନିୟମ ଉଲ୍ଳଂଘନ ପାଇଁ ବର୍ଦ୍ଧିତ ଜୋରିମାନା ଲାଗୁ ହୋଇଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା । ଏହି ନିୟମ ଅନୁସାରେ, ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଗାଡି ଚାଳକ ତଥା ମାଲିକଙ୍କଠାରୁ ବର୍ଦ୍ଧିତ ଜୋରିମାନା ଆଦାୟ କରାଯାଉଛି ।

ବାଲେଶ୍ବରରେ ମଧ୍ୟ ଦେଖିବାକୁ ମିଳୁଛି ସମାନ ଦୃଶ୍ୟ । ଜିଲ୍ଲାର ସେରଗଡ ଟୋଲ୍ ଗେଟରେ ମଦ୍ୟପ ଡ୍ରାଇଭରଙ୍କ ଉପରେ ନଜର ରଖିଛି ଖନ୍ତାପଡା ପୋଲିସ । ଗତ5 ତାରିଖରୁ ଲଗାତର ଭାବେ ଟ୍ରକ, ବସ୍‌ ଓ ଚାରି ଚକିଆ ଡ୍ରାଇଭରଙ୍କୁ ଚେକିଂ କରାଯାଉଛି ।

ଖନ୍ତାପଡା ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କ ନେତୃତ୍ବରେ ଟୋଲ ଗେଟ୍ ପାଖରେ ଆରମ୍ଭ ହୋଇଥିଲା ଚେକିଂ । ଯାହା ପ୍ରତିଦିନ ରାତି 12ଟା ପର୍ଯ୍ୟନ୍ତ କରାଯିବ ବୋଲି ସୂଚନା ମିଳିଛି ।

ତେବେ କେମିତି ରହିଥିଲା ଏହି ଚେକିଂର ପ୍ରକ୍ରିୟା ସେ ବିଷୟରେ ଆମ ପ୍ରତିନିଧି ବାଲେଶ୍ବର ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କ ସହ ଆଲୋଚନା କରିଥିଲେ । ଶୁଣନ୍ତୁ ଏନେଇ ସେ କଣ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲା ସେରଗଡ଼ ଟୋଲ ଗେଟରେ ମଦ୍ୟପ ଡ୍ରାଇଭରଙ୍କ ଉପରେ ନଜର ରଖିଛି ଖନ୍ତାପଡା ପୋଲିସ। ଗତ 5 ତାରିଖରୁ ଲଗାତର ଭାବେ ଟ୍ରକ, ବସ ଓ ଚାରି ଚକିଆ ଡ୍ରାଇଭରଙ୍କୁ ଚେକିଂ କରାଯାଉଛି।

Body:ଖନ୍ତାପଡା ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କ ନେତୃତ୍ୱରେ ଟୋଲ ଗେଟ ପାଖରେ ଆରମ୍ଭ ହୋଇଥିଲା ଚେକିଂ। ରାତି 12 ଟା ଯାଏ ଏମିତି ଚେକିଂ ପ୍ରତିଦିନ କରାଯିବ ବୋଲି ସୂଚନା ମିଳିଛି।

Conclusion:ତେବେ କେମିତି ରହିଥିଲା ଏହି ଚେକିଂର ପ୍ରକ୍ରିୟା ସେ ବିଷୟରେ ଆମ ସହ ଆଲୋଚନା କରିଥିଲେ ଆଇଆଇସି ଶ୍ରୀବଲ୍ଲଭ ସାହୁ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.