ETV Bharat / city

ଲକ୍‌ଡାଉନ୍‌ ପ୍ରଭାବ: ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ଅଭିଯୋଗ

କୋରୋନାକୁ ନେଇ 21 ଦିନ ପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରାଯାଇଛି । ଏତିକି ବେଳେ ଅତ୍ୟାବଶକୀୟ ସାମଗ୍ରୀ ଚଢା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

author img

By

Published : Mar 25, 2020, 2:19 PM IST

aୋ
ଲକ୍‌ଡାଉନ୍‌ ପ୍ରଭାବ: ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ଅଭିଯୋଗ

ବାଲେଶ୍ବର: କୋରୋନା ମୁକାବିଲା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାର ଚିନ୍ତିତ ଥିବା ବେଳେ ଅତ୍ୟାବଶକୀୟ ସାମଗ୍ରୀ ଚଢା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଆଳୁ ପିଆଜ ଠାରୁ ଆରମ୍ଭ କରି ପନିପରିବା ଯାଏଁ ଖାଉଟିଙ୍କୁ ଦେବାକୁ ପଡୁଛି ଚଢାଦର। ଯାହାକୁ ନେଇ ଖାଉଟିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କଳାବଜାରୀ ସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଦାମ ଗୁଡିକ ଉପରେ ଚଢ଼ାଉ କରାଯାଇଛି। ହେଲେ ଖୁଚୁରା ବେପାରୀମାନେ ଚଢାଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଲକଡାଉନର ଚତୁର୍ଥ ଦିନରେ ପୋଲିସ ନେଇଛି କଡା କାର୍ଯ୍ୟାନୁଷ୍ଠାନ। ବିନା କାରଣରେ ଘରୁ ବାହାରୁଥିବା ଲୋକମାନଙ୍କ ଗାଡି ସିଜ କରିଥିବା ଦେଖିବାକୁ ମିଳିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.