ETV Bharat / city

ମହିଳାଙ୍କ ଭିଡିଓ ଉତ୍ତୋଳନ କରି ଛେଚା ଖାଇଲେ 3 ଯୁବକ - 3 boy beaten

ମହିଳାଙ୍କ ଭିଡିଓ ଉତ୍ତୋଳନ କରି ଛେଚା ଖାଇଲେ 3 ଯୁବକ । ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳରେ 3 ଜଣ ଯୁବକ ରାତିରେ ମହିଳାଙ୍କ ଭିଡିଓ ଉତ୍ତୋଳନ କରୁଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରାପଡି ନିର୍ଦ୍ଧୁମ ଛେଚା ଖାଇଛନ୍ତି ।

3 boy beaten
ମହିଳାଙ୍କ ଭିଡିଓ ଉତ୍ତୋଳନ କରି ଛେଚା ଖାଇଲେ 3 ଯୁବକ
author img

By

Published : Jan 5, 2020, 8:22 PM IST

ବାଲେଶ୍ବର: ମହିଳାଙ୍କ ଭିଡିଓ ଉତ୍ତୋଳନ କରି ଛେଚା ଖାଇଲେ 3 ଯୁବକ । ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳରେ 3 ଜଣ ଯୁବକ ରାତିରେ ମହିଳାଙ୍କ ଭିଡିଓ ଉତ୍ତୋଳନ କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡି ନିର୍ଦ୍ଧୁମ ଛେଚା ଖାଇଛନ୍ତି ।

ମହିଳାଙ୍କ ଭିଡିଓ ଉତ୍ତୋଳନ କରି ଛେଚା ଖାଇଲେ 3 ଯୁବକ

ଗତକାଲି(ଶନିବାର) ବିଳମ୍ବିତ ରାତିରେ ଯୁବକମାନେ ଜଣେ ମହିଳାଙ୍କ ଭିଡିଓ ଉତ୍ତୋଳନ କରୁଥିଲେ । ମହିଳା ଜଣକ ଏହାକୁ ଜାଣିପାରି ପରିବାର ଲୋକଙ୍କୁ ଡାକିଥିଲେ । ପରିବାର ଲୋକେ ଆସି ତିନି ଜଣ ଯୁବକଙ୍କୁ କାବୁ କରି ନେଇଥିଲେ । ପରେ ଗ୍ରାମବାସୀ ମାନେ ଯୁବକମାନଙ୍କୁ ବାନ୍ଧି ରଖି ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଯୁବକମାନେ ଗୁନେଇବସାଣ ଗ୍ରାମର ବିକାଶ ଦତ୍ତ, ମୁନା ପ୍ରଧାନ ଓ ପରେଶ ଦତ୍ତ ହୋଇଥିବାବେଳେ ସେମାନଙ୍କ ଠାରୁ ଜୋରିମାନା ଆଦାୟ ସହ ଉଠବସ କରାଇ ଛାଡି ଦେଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ମହିଳାଙ୍କ ଅଶୀଳ ଭିଡିଓ ଉତ୍ତୋଳନ କରି ଛେଚା ଖାଇଲେ 3 ଯୁବକ। ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳରେ 3 ଜଣ ଯୁବକ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରୁଥିବା ବେଳେ ଗ୍ରାମ ବାସୀଙ୍କ ହାତରେ ଧରାପଡି ନିର୍ଧୁମ ଛେଚା ଖାଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଯୁବକମାନେ ଜଣେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଉତ୍ତଳନ କରୁଥିଲେ। ମହିଳା ଜଣକ ଏହାକୁ ଜାଣିପାରି ପରିବାର ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ଆସି ତିନି ଜଣ ଯୁବକଙ୍କୁ କାବୁ କରି ନେଇଥିଲେ। ପରେ ଗ୍ରାମବାସୀମାନେ ଯୁବକମାନଙ୍କୁ ବାନ୍ଧି ରଖି ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଉକ୍ତ ଯୁବକମାନେ ଗୁନେଇବସାଣ ଗ୍ରାମର ବିକାଶ ଦତ୍ତ, ମୁନା ପ୍ରଧାନ ଓ ପରେଶ ଦତ୍ତ ବୋଲି ଜଣାପଡିଛି। ଯୁବକମାନଙ୍କ ନିକଟରୁ ଜରିମାନା ଆଦାୟ ସହ ଉଠବସ କରାଇ ଛାଡି ଦେଇଥିବା ଜଣାପଡିଛି।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ (ରାପ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.