ETV Bharat / business

କାରବାର ଆରମ୍ଭରୁ 190 ପଏଣ୍ଟ ବଢିଲା ସେନସେକ୍ସ - କାରବାର ଆରମ୍ଭରୁ ବଢିଲା ସେନସେକ୍ସ ସୂଚକାଙ୍କ

ସୋମବାର କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ 190 ପଏଣ୍ଟ ବୃଦ୍ଧିପାଇଛି ।

Newdelhi
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Dec 2, 2019, 11:45 AM IST

ନୂଆଦିଲ୍ଲୀ: ଚଳିତ ସପ୍ତାହର ସେୟାର କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ(ସେନସେକ୍ସ) 190.19 ପଏଣ୍ଟ ବୃଦ୍ଧିପାଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) ସୂଚକାଙ୍କ ନିଫ୍ଟି 17.05 ପଏଣ୍ଟ ବୃଦ୍ଧି ପାଇ 12073.10ରେ ପହଞ୍ଚିଛି ।

ନିଫ୍ଟି ସୂଚକାଙ୍କରେ ଭାରତୀ ଏୟାରଟେଲ, ଗ୍ରାସିମ, ଭାରତୀ ଇନଫ୍ରାଟେଲ, ରିଲାଏନ୍ସ ଓ ଜେଏସଡବ୍ଲୁ ଷ୍ଟିଲ ଆଦି କମ୍ପାନୀ ଗୁଡିକ 1.70ରୁ 8.66 ପ୍ରତିଶତ ହାରରେ କାରବାର କରି ଲାଭବାନ ହୋଇଛନ୍ତି । ସେନସେକ୍ସରେ ରିଲାଏନ୍ସ, ଭାରତୀ ଏୟାରଟେଲ ଓ ଇନ୍ଦୁଜଲାଣ୍ଡ ବ୍ୟାଙ୍କ କାରବାରରେ ଆଗରେ ରହିଛନ୍ତି ।

ଗତ ଶୁକ୍ରବାର ସେନସେକ୍ସ ସୂଚକାଙ୍କ 40,793 ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ସୂଚକାଙ୍କ 12056.05ରେ କାରବାର ବନ୍ଦ ହୋଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.