ETV Bharat / business

ନିବେଶକକଙ୍କ ଟଙ୍କା ଶୀଘ୍ର ଫେରାଇବା ପାଇଁ ଫ୍ରାଙ୍କଲିନକୁ କହିଲା ସେବି

author img

By

Published : May 8, 2020, 5:44 PM IST

ଋଣ ଯୋଜନା ବନ୍ଦ ପରେ ଫସିରହିଥିବା ନିବେଶକଙ୍କ ଟଙ୍କାକୁ ଶୀଘ୍ର ଫେରସ୍ତ ନେଇ ଧ୍ୟାନ ଦେବା ପାଇଁ ଫ୍ରାଙ୍କଲିନକୁ କହିଛି ପୁଞ୍ଜି ବଜାର ନିୟାମକ ସେବି । ଅଧିକ ପଢନ୍ତୁ...

sebi
ଶୀଘ୍ର ନିବେଶକକଙ୍କ ଟଙ୍କା ଫେରେଇବା ପାଇଁ ପ୍ରାଙ୍କଲିନକୁ କହିଲା ସେବି

ନୂଆଦିଲ୍ଲୀ: ନିବେଶକଙ୍କ ଟଙ୍କା ଶୀଘ୍ର ଫେରାଇବାକୁ ଫ୍ରାଙ୍କଲିନ ଟେମ୍ପଲଟନ ମ୍ୟୁଚୁଆଲ ଫଣ୍ଡକୁ କହିଛି ପୁଞ୍ଜି ବଜାର ନିୟାମକ ସେବି । କିଛି ଦିନ ପୂର୍ବରୁ ନଗଦ ସଙ୍କଟ ଦର୍ଶାଇ ଫ୍ରାଙ୍କଲିନ ନିଜର 6ଟି ଋଣ ଯୋଜନାରୁ ବନ୍ଦ କରିବା ନେଇ ଘୋଷଣା କରିଥିଲେ । ଏଥିରେ ନିବେଶକଙ୍କ ପ୍ରାୟ 25,000 କୋଟି ଟଙ୍କା ଫସିରହିଛି ।

ସିକ୍ୟୁରିଟିଜ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି) କହିଛି ଯେ, କିଛି ମ୍ୟୁଚୁଆଲ ଫଣ୍ଡ ଯୋଜନା ଏବେ ବି ଉଚ୍ଚ ବିପଦ ଏବଂ ଅସ୍ପଷ୍ଟ ଋଣ ସିକ୍ୟୁରିଟିରେ ବିନିଯୋଗ କରୁଛି । ସେବି କହିଛି ଯେ ନିୟାମକ ଫ୍ରେମୱାର୍କର ସମୀକ୍ଷା କରିବା ଓ ନିବେଶକଙ୍କ ସ୍ବାର୍ଥକୁ ରକ୍ଷା ପାଇଁ ଏଥିରେ ସଂଶୋଧନ କରିବା ପରେ ବି କମୁନି ।

ଏକ ବିବୃତ୍ତିରେ ସେବି କହିଛି ଯେ, ଋଣ ଯୋଜନା ବନ୍ଦ ପରେ ଫସିରହିଥିବା ନିବେଶକଙ୍କ ଟଙ୍କାକୁ ଶୀଘ୍ର ଫେରସ୍ତ ନେଇ ଧ୍ୟାନ ଦେବା ପାଇଁ ଫ୍ରାଙ୍କଲିନକୁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.