ETV Bharat / business

ଡଲାର ତୁଳନାରେ ଟଙ୍କା 73 ନିକଟତର

author img

By

Published : Sep 3, 2019, 4:34 PM IST

9 ମାସରେ ସର୍ବନିମ୍ନରେ ଟଙ୍କା । ମଙ୍ଗଳବାର କାରବାର ଆରମ୍ଭରୁ ଡଲାର ତୁଳନାରେ ଟଙ୍କା 92 ପଇସା ହ୍ରାସ ପାଇଛି । ଫଳରେ ଟଙ୍କାର ବିନିମୟ ମୁଲ୍ୟ 72.33ଟଙ୍କାରେ ପହଞ୍ଚିଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆମେରିକା ମୁଦ୍ରା ଚାହିଦା ବୃଦ୍ଧି ଯୋଗୁଁ ଦୁର୍ବଳ ହେବାକୁ ଲାଗିଛି ଟଙ୍କା । ମଙ୍ଗଳବାର କାରବାର ଆରମ୍ଭରୁ ଡଲାର ତୁଳନାରେ ଟଙ୍କା 92 ପଇସା ହ୍ରାସ ପାଇଛି । ଫଳରେ ଟଙ୍କାର ବିନିମୟ ମୁଲ୍ୟ 72.33ଟଙ୍କାରେ ପହଞ୍ଚିଛି । ଯାହାକି 9 ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି।

ବିଶ୍ବର ଦୁଇ ମହାଶକ୍ତି ଆମେରିକା ଓ ଚୀନ ବାଣିଜ୍ୟିକ ଯୁଦ୍ଧ ପରିପ୍ରେକ୍ଷୀରେ ଏଭଳି ହେଉଥିବା ନେଇ ମୁଦ୍ରାକାରବାରୀ କହିଛନ୍ତି । ରବିବାର ଆମେରିକା ଚୀନର ସାମଗ୍ରୀ ଉପରେ ଆମଦାନୀ ଟିକସ ଲଗାଇବା ପରେ ଚୀନ ମଧ୍ୟ ପ୍ରତିବଦଳରେ କଡା ଶୁଳ୍କ ଲଗାଇଛି । ଯାହାର ପ୍ରଭାବ ଟଙ୍କା ଉପରେ ପଡିଛି ।

ଏହି ଟ୍ରେଡୱାର ଯୋଗୁଁ କେବଳ ଭାରତୀୟ ଟଙ୍କା ନୁହେଁ ବହୁ ଦେଶର ମୁଦ୍ରା ମୂଲ୍ୟ ହ୍ରାସ ପାଇଚାଲିଛି । ଆଗକୁ ସମାଧାନ ନ ହେଲେ ସ୍ଥିତି ଆହୁରୀ ଗମ୍ଭୀର ନେଇ ଆଶା କରାଯାଉଛି । ତେବେ ଅନ୍ତରାଷ୍ଟ୍ରୀବିଦେଶୀ ମୁଦ୍ରା ବଜାରରେ ଡଲାର ମଜବୁତ ଥିବାରୁ ଅନ୍ୟ ଦେଶର ମୁଦ୍ରା କ୍ରମଶଃ ଦୁର୍ବଳ ହେଉଛି ।

ସେୟାର ବଜାର ଗଣନା ଅନୁଯାୟୀ,ଶୁକ୍ରବାର ପୁଞ୍ଜିବଜାରରେ ବିଦେଶୀ ସଂସ୍ଥାଗତ ନିବେଶକ 1,162.95 କୋଟି ଟଙ୍କାର କିଣାଯାଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.