ETV Bharat / business

ବଜେଟ 2019: ଧନୀଙ୍କୁ ବୋଝ, ଗରିବଙ୍କୁ ଆଶ୍ବସ୍ତି

ଉଚ୍ଚଆୟକାରୀଙ୍କୁ ଟିକସ ଝଟକା , ଗରିବଙ୍କୁ ସଞ୍ଚୟରେ ସହଯୋଗ କରିବ ନିର୍ମଳାଙ୍କ ବଜେଟ । ରାଜସ୍ବ ବୃଦ୍ଧି ଲକ୍ଷ୍ୟରେ ଉଚ୍ଚଆୟକାରୀଙ୍କ ଉପରେ ସରକାର କଷିବେ ଟିକସ ବୋଝ ।

author img

By

Published : Jul 5, 2019, 6:01 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆସିଲା ମୋଦି 2.0ର ପ୍ରଥମ ବଜେଟ । ବଜେଟ ଘୋଷଣାରେ କିଏ ଖୁସି ତ ପୁଣି କିଏ ଟେନସନରେ । ମହିଳା ଅର୍ଥମନ୍ତ୍ରୀଙ୍କ ଏହି ବହି ଖାତା ବଜେଟ ପୃଷ୍ଠାରେ ଧନୀଙ୍କ ପାଇଁ ମୋଟା କର ରହିଥିବା ବେଳେ ଗରିବଙ୍କୁ ସଞ୍ଚୟର ଆଶ୍ବସ୍ତି ଦେଇଛି । ବାର୍ଷିକ ବାର୍ଷିକ 2ରୁ5 କୋଟି ଆୟ ଉପରେ 3 ପ୍ରତିଶତ ଓ 5 କୋଟି ଉପରେ 7 % ସରଚାର୍ଜ ଲାଗିବ ।

ସରକାରଙ୍କ ପୂରା ଫୋକସ ଏବେ ରାଜସ୍ବ ଆଦାୟ ଉପରେ । ଏଥିପାଇଁ ବିତ୍ତଶାଳୀଙ୍କ ଉପରେ ଅତିରିକ୍ତ ଟ୍ୟାକ୍ସ ଲଦିବାକୁ ଘୋଷଣା କରିଛନ୍ତି । 2 କୋଟିରୁ ଉର୍ଦ୍ଧ୍ବ ଆୟ କରୁଥିବା କରଦତାଙ୍କଠାରୁ ଅଧିକ ଟିକସ ଆଦାୟ ହେବ । ସେହିପରି ପୂର୍ବରୁ ଲାଗୁ ରହିଥିବା ଆୟକର ନିୟମ ଅପରିବର୍ତ୍ତିତ ରହିଛି । ଏହା ଫଳରେ 3 କୋଟି ମଧ୍ୟବିତ୍ତଙ୍କୁ ଫାଇଦା ମିଳିବ । ଷ୍ଟାଣ୍ଡର୍ଡ ଡିଡକ୍ସନ 40 ରୁ ବଢି 50 ହଜାର ହୋଇଛି । ସେହିପରି 1 କୋଟି ଟଙ୍କା ଉଠାଣ ଉପରେ 2 ପ୍ରତିଶତ ଟିଡିଏସ ଲଗାଯିବ ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.