ETV Bharat / business

ମହଙ୍ଗା ସୁନା-ରୂପା, ଜାଣନ୍ତୁ ନୂଆ ରେଟ - gold rate

ବିବାହ ସିଜନରେ ମହଙ୍ଗା ସୁନା ଓ ରୂପା ଦାମ । ଆଜି ସୁନା ଦାମ ବଢିଥିଲା ବେଳେ ରୂପା ଦାମ ମଧ୍ୟ କିଲୋ ପ୍ରତି 1280 ଟଙ୍କା ବଢିଛି । ଅଧିକ ପଢନ୍ତୁ..

ମହଙ୍ଗା ସୁନା-ରୂପା  , ଜାଣନ୍ତୁ ନୂଆ ରେଟ
ମହଙ୍ଗା ସୁନା-ରୂପା , ଜାଣନ୍ତୁ ନୂଆ ରେଟ
author img

By

Published : Dec 2, 2020, 10:02 PM IST

ନୂଆଦିଲ୍ଲୀ: ବୈଶ୍ବିକ ବଜାରରେ ବହୁମୂଲ୍ୟ ଧାତୁ ଦାମରେ ବୃଦ୍ଧି ହୋଇଛି । ଦିଲ୍ଲୀ ସରଫରା ବଜାରରେ ବୁଧବାର ସୁନା ଦାମ 10 ଗ୍ରାମ ପ୍ରତି 675 ଟଙ୍କା ବଢି 48,169 ଟଙ୍କାରେ ପହଞ୍ଚିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି ।

ଏହା ପୂର୍ବ କାରବାର ଦିବସରେ ସୁନା 10 ଗ୍ରାମ ପ୍ରତି 47,494 ଟଙ୍କାରେ ବନ୍ଦ ହୋଇଛି । ସେହିପରି ଆଜି ରୂପା ମଧ୍ୟ କିଲୋ ପ୍ରତି 1,280 ଟଙ୍କା ଉଛୁଳି 62,496 ଟଙ୍କା ଛୁଇଁଛି । ଗତ କାରବାର ଦିନରେ ଏହାର ବନ୍ଦ ଦାମ କିଲୋ ପିଛା 61,216 ଟଙ୍କା ଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଲାଭ ସହିତ ଆଉନ୍ସ ପ୍ରତି 1,815 ଡଲାର ରହିଥିଲା । ଯେତେବେଳେ କି ରୂପା ଦାମ ଆଉନ୍ସ ପିଛା 23.80 ଡଲାରରେ ସ୍ଥିର ରହିଛି ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି କି, ‘ ବୁଧବାର ସୁନା ଦାମ 1,800 ଡଲାର ସ୍ତର ଉପରେ ଥିଲା । ଯାହା ଦ୍ବାରା ଲାଭ ସ୍ଥିର ଜାରି ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.