ETV Bharat / business

କୋରୋନାରେ ବିଗିଡିପାରେ ବୈଶ୍ବିକ ଖାଦ୍ୟ ଯୋଗାଣ :WFP - ବୈଶ୍ବିକ ଖାଦ୍ୟ ଯୋଗାଣ

କୋରୋନା ପ୍ରକୋପ ଯଦିଓ ଏବେ ସୁଦ୍ଧା ବୈଶ୍ବିକ ଖାଦ୍ୟ ଯୋଗାଣ ଉପରେ ଦେଖିବାକୁ ମିଳିନି , ହେଲେ ଶୀଘ୍ର ଏହା ପ୍ରଭାବିତ ହୋଇପାରେ । ଅଧିକ ପଢ଼ନ୍ତୁ....

WFP
କୋରୋନାରେ ବିଗିଡିପାରେ ବୈଶ୍ବିକ ଖାଦ୍ୟ ଯୋଗାଣ :WFP
author img

By

Published : Apr 4, 2020, 11:24 PM IST

ନୂଆଦିଲ୍ଲୀ: ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାର ପ୍ରକୋପ ଯଦିଓ ଏବେ ସୁଦ୍ଧା ବୈଶ୍ବିକ ଖାଦ୍ୟ ଯୋଗାଣ ଉପରେ ଦେଖିବାକୁ ମିଳିନି, ହେଲେ ଶୀଘ୍ର ଏହା ପ୍ରଭାବିତ ହୋଇପାରେ ।

ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟୁଏଫପି) ଏକ ନୂଆ ରିପୋର୍ଟରେ କହିଛି ଯେ, କୋଭିଡ-19 ବିଶ୍ବର ସବୁଠୁ ଗରିବଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ତେବେ ବିଶ୍ବ ବଜାର ଧାନ ଭରି ପଡିଛି । ଆଉର ଦାମ ବି ସମ୍ଭବତ କମ ରହିଛି । ଏଣୁ ଖାଦ୍ୟ ଉତ୍ପାଦନ ଏବଂ ଯୋଗାଣକୁ ବିଶ୍ବ ସ୍ତରରେ ଦେଖିବାକୁ ଗଲେ ଏହି ସାମଗ୍ରୀକୁ ବିଶ୍ବର ‘ବ୍ରେଡବାରକେଟ’ (ଉତ୍ପାଦନର ମୁଖ୍ୟ କେନ୍ଦ୍ର)ରୁ ବାହାର କରି ସେହି ସ୍ଥାନରେ ପହଞ୍ଚିବା ଦରକାର, ଯେଉଁଠି ଏହାର ଆବଶ୍ୟକତା ଅଧିକ ରହିଛି ।

ଡବ୍ଲ୍ୟୁଏଫପିର ବରିଷ୍ଠ ପ୍ରବକ୍ତା ଏଲିଜାବେଥ ବିର୍ସ କହିଛନ୍ତି ଯେ, ‘‘ ଏବେ ସୁଦ୍ଧା କୌଣସ ପ୍ରକାରର ଅଭାବ ଦେଖିବାକୁ ମିଳିନି । ଖାଦ୍ୟ ଯୋଗାଣ ପର୍ଯ୍ୟାପ୍ତ ବଜାର ଅପେକ୍ଷାକୃତ ସ୍ଥିର ରହିଛି । ’’

ହେଲେ ସ୍ଥିତି ବିଗିଡିଲେ ଆଗକୁ ଖାଦ୍ୟ ଯୋଗାଣ ଶୃଙ୍ଖଳା ଅସ୍ଥିର ହୋଇପାରେ ବୋଲି ବିର୍ସ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.