ETV Bharat / business

ପୁଣି ମହଙ୍ଗା ବିମାନ ଇନ୍ଧନ, ମାସକରେ 3 ଥର ବଢିଲାଣି ଦାମ

author img

By

Published : Jul 1, 2020, 2:13 PM IST

କୋରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଏୟାରଲାଇନ୍ସ କମ୍ପାନୀଙ୍କୁ ପ୍ରବଳ କ୍ଷତି ସହିବାକୁ ପଡିଛି । ଏବେ ପୁଣି ଲଗାତାର ଏଟିଏଫ ଦାମ ବୃଦ୍ଧି ଚିନ୍ତା ବଢାଇଛି । ଅଧିକ ପଢନ୍ତୁ..

ATF price hiked
ATF price hiked

ନୂଆଦିଲ୍ଲୀ: ଲକଡାଉନ ମାଡ ମଧ୍ୟରେ ଏୟାରଲାଇନ୍ସ କମ୍ପାନୀଙ୍କୁ ମିଳିଛି ଆଉ ଏକ ଝଟକା । ବଢିଲା ବିମାନ ଇନ୍ଧନ ବା ଏଟିଏଫ ଦାମ । ବୁଧବାର ଏଟିଏଫ ଦାମ 7.5 ପ୍ରତିଶତ ବୃଦ୍ଧି ହୋଇଛି । ଫଳରେ ବିମାନ ଯାତ୍ରା ମଧ୍ୟ ମହଙ୍ଗା ହେବା ନେଇ ଟେନସନ ଘାରିଛି ।

ଦିଲ୍ଲୀରେ ଏଟିଏଫ ଦାମ କିଲୋଲିଟର ପିଛା 2,922.94 ଟଙ୍କା ବୃଦ୍ଧି ପାଇ 41,992.81 ଟଙ୍କାରେ ପହଞ୍ଚିଛି । ବଡ କଥା ହେଉଛି ଏହାକୁ ମିଶାଇ ଏଟିଏଫ ଦାମ 1 ମାସରେ 3 ଥର ବୃଦ୍ଧି ହେଲାଣି । ଏହା ପୂର୍ବରୁ ଜୁନ 1 ରେ ଏଟିଏଫ ଦାମ 56.6 ପ୍ରତିଶତ ବଢିଥିଲା । ଯେତେବେଳେ କି ଜୁନ 16 ରେ 16.3 ପ୍ରତିଶତ ମହଙ୍ଗା ହୋଇଥିଲା ।

ଲକଡାଉନ ଯୋଗୁଁ ବିମାନ ସେବା ପାଖାପାଖି 2 ମାସ ଉପରେ ବନ୍ଦ ରହିଥିଲା । ଏଥିଯୋଗୁଁ ଏୟାରଲାଇନ୍ସ କମ୍ପାନୀଙ୍କୁ ପ୍ରବଳ କ୍ଷତି ସହିବାକୁ ପଡିଛି । ଏବେ ପୁଣି ଲଗାତାର ଏଟିଏଫ ଦାମ ବୃଦ୍ଧି ଚିନ୍ତା ବଢାଇଛି । ଏପେଟ କୋରୋନା ମହଙ୍ଗା କାଳରେ ବିମାନ ଯାତ୍ରା କଷ୍ଟକ ହେବା ଆଶଙ୍କା ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.