ETV Bharat / business

ମାସେ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି

ଆୟକର ରିଟର୍ଣ୍ଣ ଭରିନାହାଁନ୍ତି କି? ତେବେ ଟେନସନ ନିଅନ୍ତୁ ନାହିଁ । ମାସେ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ।

ପ୍ରତିକାତ୍ମକ ଫଟୋ
author img

By

Published : Sep 27, 2019, 1:53 PM IST

ନୂଆଦିଲ୍ଲୀ: ଆୟକର ଦାତାଙ୍କୁ ଆଶ୍ବସ୍ତି । ଅକ୍ଟୋବର 31କୁ ଘୁଞ୍ଚିଲା ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ । ପୂର୍ବରୁ ଏହି ସମୟସୀମା ସେପ୍ଟମ୍ବର 30 ପର୍ଯ୍ୟନ୍ତ ରହିଥିଲା ବେଳେ ଏହାକୁ ଆହୁରି ମାସେ ବଢାଇ ଦିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ପକ୍ଷରୁ (ସିବିଡିଟି) ଏନେଇ ରିପୋର୍ଟ ପ୍ରକାଶ ପାଇଛି ।

ସମଗ୍ର ଦେଶରୁ ମିଳିଥିବା ପ୍ରତିକ୍ରିୟାରୁ ଅନୁଧ୍ୟାନ କରି ସିବିଡିଟି ପକ୍ଷରୁ ଆଇଟିଆର ଓ କର ଅଡିଟ ରିପୋର୍ଟ ଜମା କରିବାର ଶେଷ ତାରିଖ ଅକ୍ଟୋବର 31କୁ ବଢାଇ ଦିଆଯାଇଛି । ତେବେ ଏ ସମ୍ପର୍କରେ ଶୀଘ୍ର ଔପଚାରିକ ଭାବେ ଅଧିସୂଚନା ଜାରି ହେବ ।

ଏହି ଶ୍ରେଣୀ ଅଧିନରେ ଆସୁଥିବା କରଦାତା ଆୟକର ଆଇନ 44ଏବି ଧାରା ଅନୁଯାୟୀ ରିଟର୍ଣ୍ଣ ଭରିଥାନ୍ତି । ତେବେ ଏମାନଙ୍କ ଖାତାର ରିଟର୍ଣ୍ଣ ଦାଖଲ ପୂର୍ବରୁ ଅଡିଟର ଆବଶ୍ୟକତା ରହିଥାଏ।

Intro:Body:

gdgd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.