ETV Bharat / business

ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ ହ୍ରାସ - retail inflation

ଅଗଷ୍ଟ ମାସରେ ସାମାନ୍ୟ ହ୍ରାସ ହୋଇଛି ଖୁଚୁରା ମୁଦ୍ରାସ୍ଫୀତି । ଖୁଚୁରା ମୁଦ୍ରାସ୍ଫୀତି 6.69 ପ୍ରତିଶତ ରହିଥିଲାବେଳେ ଖାଦ୍ୟ ମୁଦ୍ରାସ୍ଫୀତି 9.05 ପ୍ରତିଶତ ରହିଛି । ଅଧିକ ପଢନ୍ତୁ..

ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ପୀତି ସାମାନ୍ୟ ହ୍ରାସ

author img

By

Published : Sep 14, 2020, 7:47 PM IST

ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀ ଦାମ ବୃଦ୍ଧି ଜାରି ପରେ ବି ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ ହ୍ରାସ ହୋଇ 6.69 ପ୍ରତିଶତ ରହିଛି । ସୋମବାର ଜାରି ଜାରି ସରକାରୀ ତଥ୍ୟରୁ ସୂଚନା ମିଳିଛି ।

ସରକାର ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ସଂଶୋଧିତ କରି 6.73 ପ୍ରତିଶତ କରିଛନ୍ତି । ଯେତେବେଳେ କି ପୂର୍ବରୁ ଏହା 6.93 ପ୍ରତିଶତ ରହିବା ନେଇ ଦର୍ଶାଯାଇଥିଲା ।

ଏହି ମାସ (ଜୁଲାଇ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି 9.62 ପ୍ରତିଶତ ଥିଲା । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ଖାଦ୍ୟ ବସ୍ତୁର ମୁଦ୍ରାସ୍ଫୀତି ସାମାନ୍ୟ ହ୍ରାସ ହୋଇ 9.05 ପ୍ରତିଶତ ରହିଛି ।

ସରକାର କେନ୍ଦ୍ରୀୟ ବ୍ୟାଙ୍କକୁ ମୁଦ୍ରାସ୍ଫୀତିକୁ 2 ପ୍ରତିଶତ ହ୍ରାସ-ବୃଦ୍ଧି କରିବା ସହ 4 ପ୍ରତିଶତ ସ୍ତରରେ ରଖିବା ନେଇ ଦାୟିତ୍ବ ଦେଇଛନ୍ତି । ଆରବିଆଇର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷାରେ ମୁଖ୍ୟତଃ ଖୁଚୁରା ମୁଦ୍ରାସ୍ଫୀତି ଉପରେ ଫୋକସ ରଖିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.