ETV Bharat / business

ଆସନ୍ତା ଦଶନ୍ଧିରେ ଭାରତର ରାଜୁତି, ଚୀନକୁ ଟପିବ !

ଆସନ୍ତା 10 ବର୍ଷ (2019-28)ମଧ୍ୟରେ ବିକାଶ ଦୌଡରେ ଚୀନକୁ ମାତ ଦେବ ଭାରତ । ଗ୍ଲୋବାଲ ଇକୋନମିକ ରିସର୍ଚ୍ଚ ରିପୋର୍ଟରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।

author img

By

Published : Feb 21, 2019, 4:33 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆସନ୍ତା 10 ବର୍ଷ (2019-28)ମଧ୍ୟରେ ବିକାଶ ଦୌଡରେ ଚୀନକୁ ମାତ ଦେବ ଭାରତ । ଗ୍ଲୋବାଲ ଇକୋନମିକ ରିସର୍ଚ୍ଚ ରିପୋର୍ଟରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।

ବିଶ୍ବ ସ୍ତରରେ ଅଭିବୃଦ୍ଧି ସ୍ତରକୁ ନଜରରେ ରଖି ବିଶ୍ଲେଷଣ ସଂସ୍ଥାନ ଅକ୍ସପୋର୍ଟ ଇକୋନୋମିକ୍ସ ଦ୍ବାରା ଏହି ରିପୋର୍ଟ ପ୍ରକାଶ ପାଇଛି । 2019-28 ମଧ୍ୟରେ ଭାରତର ବାର୍ଷିକ ଆର୍ଥିକ ବୃଦ୍ଧି ଦର(ଜିଡିପି) 6.5 ପ୍ରତିଶତରୁ ଉର୍ଦ୍ଧ୍ବ ରହିବ । ଯହାକି ଏକ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ପାଇଁ ସର୍ବାଧିକ ।

ରିପୋର୍ଟ ମୁତାବକ, ଆର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ପରେ ଫିଲିପାଇନ ତଥା ଇଣ୍ଡୋନେସିଆ 5.1 ପ୍ରତିଶତ ହାର ସହ ରହିବ । ସେହିଭଳି ଟେକନୋଲୋଜିର ରାଷ୍ଟ୍ର ଚାଇନା ଏହି ଅବିବୃଦ୍ଧି ତାଲିକାରେ ଚତୁର୍ଥ ସ୍ଥାନରେ ରହିବା ନେଇ ଆଶା ରହିଛି ।

2019ରେ ଭାରତ ଅଭିବୃଦ୍ଧି ଦର 7.5 ପ୍ରତିଶତ ଓ 2020ରେ 7.7 ପ୍ରତିଶତ ରହିବା ନେଇ ଆଇଏମଏଫ(ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ )ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

କୋଇଲା ପରବହନ ଓ ଲୋଡିଙ୍ଗ କୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ । ଅନୁଗୋଳ ଜିଲା ତାଳଚେର ର ସୋଲଡ଼ା ଓ ଡ଼ଅଁରା ଗାଁ ମଧ୍ୟରେ ଦେଖା ଦେଇଛି ବିବାଦ । ଯାହାକୁ ନେଇ ଗତ ତିନିଦିନ ହେବ ଲାଗିରହିଛି ଉତେଜନା ଡଅଁରା ଗାଁର କିଛି ବ୍ୟକ୍ତି  ସୋଲଡା ଗାଁ ରେ ଥିବା ବଳରାମ କୋଇଲା ଖଣିର ମାପକଣ୍ଟା କୁ ଭାଙ୍ଗି ଦେଇଥିବା ସହ ସୋଲଡ଼ା ଗାଁ ଲୋକଙ୍କୁ ମାଡ଼ ମାରିଥିଲେ । ପରିସ୍ଥିତି  ଏପରି ହୋଇଥିଲା ସୋଲଡ଼ା ଗାଁର ଜମିହରା ଯୁବକ ଯୁବତୀ ମାନେ କୋଇଲା ଖଣିରେ ଡ଼ିୟୁଟି କରିବାକୁ ମଧ୍ୟ ଯାଉ ନଥିଲେ । ସେମାନଙ୍କୁ ଦେଖିଲେ ଡଅଁରା ଗାଁର ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଥିଲେ । କାହିଁକି ସୋଲଡା ଗାଁ ର ଟ୍ରାକରେ କୁ  ଅଧିକ କୋଇଲା ପରିବହନ ରେ ବ୍ୟବହାର ହେବ ତାକୁ ନେଇ ଆରମ୍ବ ହୋଇଥିଲା ବିବାଦ । ଯାହାର ସମାଧାନ ନ ହେବାରୁ   ସୋଲଡ଼ା ଗାଁର ସହ ସହ ଲୋକ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସେମାନେ ଅନୁଗୋଳ ଷ୍ଟାଡ଼ିୟମ ପଡ଼ିଆ ଠାରୁ ଶୋଭାଯାତ୍ରା କରି ପ୍ରଥମେ ଜିଲାପାଳଙ୍କ କାର୍ଯ୍ୟାଳୟ ଜିଲାପାଳଙ୍କୁ  ଘଟଣା ନେଇ ସ୍ମାରକ ପତ୍ର ଦେବା ସହ ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଗାଁ ଲୋକଙ୍କୁ ସୁରକ୍ଷା ଓ ଦୋଷୀ ଙ୍କୁ ଗିରଫ ପାଇଁ ଦାବି କରିଥିଲେ ।

Byte – 1 ସୁଶାନ୍ତ ବେହେରା , ସୋଲଡା ଗ୍ରାମବାସୀ

Byte – 2 ବିମ୍ବଧର ବେହେରା ସୋଲଡ଼ା ଗାଁ ସଭାପତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.