ETV Bharat / business

ଅପପ୍ରଚାର ନୁହେଁ ସଠିକ ନୀତି ଅର୍ଥନୀତିକୁ ମଜବୁତ କରିବ: ରାହୁଲ - ରାହୁଲ

ମନମୋହନଙ୍କ ଏକ ସାକ୍ଷାତକାରରେ ପ୍ରତିକ୍ରିୟା ରଖି ମୋଦି ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ଅର୍ଥ ବ୍ୟବସ୍ଥାକୁ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ଅପପ୍ରଚାର ନୁହେଁ , ବରଂ ଏକ ସଠିକ ନୀତିର ଆବଶ୍ୟକ ରହିଛି ବୋଲି ଟ୍ବିଟ କରି କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଫାଇଲ ଫଟୋ
author img

By

Published : Sep 12, 2019, 6:25 PM IST

ନୂଆଦିଲ୍ଲୀ: ‘ଅର୍ଥ ବ୍ୟବସ୍ଥାକୁ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ଅପପ୍ରଚାର ନୁହେଁ , ବରଂ ଏକ ସଠିକ ନୀତିର ଆବଶ୍ୟକ ରହିଛି ।’ ଗୁରୁବାର ଏଭଳି ଟ୍ବିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଏକ ଇଂରାଜୀ ଗଣମାଧ୍ୟମରେ ଛପାଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଏକ ସାକ୍ଷାତକାର ପ୍ରତି ଉତ୍ତରରେ ରାହୁଲ ସରକାରଙ୍କୁ ଏପରି କଟାକ୍ଷ କରିଛନ୍ତି ।

india doesnt need foolish theories about millenials but concrete plan to fix economy rahul
ଫଟୋ ସୌଜନ୍ୟ-ଟ୍ବିଟର@@RahulGandhi

ସେ କହିଛନ୍ତି ଯେ, ‘ଦେଶର ଅର୍ଥ ବ୍ୟବସ୍ଥା ନେଇ ଯେଉଁ ସବୁ ସମସ୍ୟା ରହିଛି , ତାକୁ ସରକାର ସ୍ବୀକାର କରିବା ହିଁ ପ୍ରଥମ ଆରମ୍ଭ । ବର୍ତ୍ତମାନ ସମୟରେ ଅପପ୍ରଚାର, ମନଗଢା ଖବର ଓ ଯୁବକଙ୍କୁ ନେଇ ମୂର୍ଖତାପୂର୍ଣ୍ଣ ବାର୍ତ୍ତାର କୌଣସି ଆବଶ୍ୟକତା ନାହିଁ । ବରଂ ଉପଯୁକ୍ତ ନୀତି ଜରିଆରେ ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ଠିକ କରାଯାଇପାରିବ ।’

ତେବେ ମନମୋହନ ସିଂହ ଦେଇଥିବା ସାକ୍ଷାତକାରରେ କହିଛନ୍ତି କି , ବିମୁଦ୍ରାକରଣ ଓ ଭୁଲ ଢଙ୍ଗରେ ଜିଏସଟି ଲାଗୁ ଯୋଗୁଁ ଅର୍ଥନୀତି ଆଜି ଧିମେଇ ପଡିଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.